ପୁରୀ ଧୋବାଖାଲ ସମୁଦ୍ର କୂଳରୁ ଜଣେ ଯୁବକଙ୍କ ଶରୀର ଉଦ୍ଧାର

ପୁରୀ ଧୋବାଖାଲ ସମୁଦ୍ର କୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣଙ୍କ ପୁରୀ ବଡ଼ଶଙ୍ଖ ବାଲି ଉପର ସାହିର ହୋଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ଦେହ ଏବଂ ମୁହଁ ର ଅନେକ ସ୍ଥାନରେ ଲାଗିଛି ଗଭୀର ଆଘାତ । ମୁହଁରେ ଗଭୀର କ୍ଷତ ହୋଇଥିବାରୁ ସ୍ପଷ୍ଟ ଭାବରେ ଜଣା ପଡୁନାହିଁ ଯୁବକଙ୍କ ପରିଚୟ…
Read More...

ମଝି ଆକାଶରେ ପୁଣି ଇଣ୍ଡିଗୋ ବିମାନର ଇଞ୍ଜିନ ତ୍ରୁଟି

ମଝି ଆକାଶରେ ପୁଣି ଇଞ୍ଜିନ ତ୍ରୁଟି ଯୋଗୁଁ ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଇଣ୍ଡିଗୋ 6E 579ର ଜରୁରୀ ଅବତରଣ କରାଯାଇଥିଲା । ୧୬୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ…
Read More...

ଆଇପିଏଲ୍‌ ଆରମ୍ଭରୁ ଦଳରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନି !

ଇଣ୍ଡିଆନ୍ ପ୍ରିମିୟର ଲିଗର (ଆଇପିଏଲ୍‌) ୧୯ତମ ସିଜିନ୍ ୨୮ ମାର୍ଚ୍ଚ ଅର୍ଥାତ୍ ଶନିବାରରୁ ଆରମ୍ଭ ହେବାକୁ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ଆହତ କାରଣରୁ ପ୍ରଥମ ୨ ସପ୍ତାହ ଆଇପିଏଲ୍‌ ଖେଳି ନପାରନ୍ତି ସିଏସକେ ର ଷ୍ଟାର ୱିକେଟ କିପର ମହେନ୍ଦ୍ର…
Read More...

ଘୋଷଣା ହେଲା ଆଇପିଏଲ ୨୦୨୬ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬ । ଏଥି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଇପିଏଲ୍ ୨୦୨୬ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ପୂର୍ବରୁ କେବଳ ପ୍ରଥମ ୨୦ଟି ମ୍ୟାଚ୍‌ର ତାଲିକା ଆସିଥିବା ବେଳେ, ଏବେ ପୂରା ଟୁର୍ଣ୍ଣାମେଣ୍ଟର ଚିତ୍ର ସ୍ପଷ୍ଟ ହୋଇଛି ।…
Read More...

ବଡ଼ ଭାଇ ପରେ ସାନ ଭାଇ ହାରିଲେ ପ୍ରାଣ

ବୃଦ୍ଧ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇର ମୃତ୍ୟୁ । ଆଜି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆ ଦ୍ରହ ଗ୍ରାମରେ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ସୁଦର୍ଶନ ସାହୁଙ୍କ ମୃତ୍ୟୁ ହୋଇ ଯାଇଛି । ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ…
Read More...

ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି

ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ଯାହାକି ୨୦୨୬ରୁ ୨୦୨୯ ଯାଏ କାର୍ଯ୍ୟକାରୀ ହେବ । ଏହା ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ । ସଂସ୍କୃତି ଦୃଷ୍ଟିରୁ ବଡ଼ଦାଣ୍ଡରେ କିମ୍ବା ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ କୌଣସି ମଦ ଦୋକାନ ରହିବ ନାହିଁ । ଗ୍ରାମାଞ୍ଚଳରେ ଖୋଲାଯିବ ନାହିଁ…
Read More...

ସାବାଡ଼ ହେବେ ଅମାନିଆ ଗାଡି ଚାଳକ

ମାର୍ଚ୍ଚ ୨୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧରପଗଡ ଅଭିଯାନ୍ । ସାବାଡ଼ ହେବେ ଅମାନିଆ ଗାଡି ଚାଳକ । ଏଣିକି ଆଉ ପାରିବେ ନାହିଁ ଖସି, ଗଣିବେ ତଣ୍ଡ କଟିବ ଲାଇସେନ୍ସ । ସାରା ରାଜ୍ୟରେ ଯାଞ୍ଚ କଡାକଡି କରାଯାଇଛି । ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ…
Read More...

ରାମନବମୀ ଉତ୍ସବ ବ୍ୟବସ୍ଥା ଉପରେ କେନ୍ଦ୍ରୀୟ ରେଞ୍ଜ ପୋଲିସ ର ସମୀକ୍ଷା ବୈଠକ

ରାମନବମୀ ଉତ୍ସବ ବ୍ୟବସ୍ଥା ଉପରେ କେନ୍ଦ୍ରୀୟ ରେଞ୍ଜ ପୋଲିସ ର ସମୀକ୍ଷା ବୈଠକ । ସେଣ୍ଟ୍ରାଲ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାରେ ଆଗାମୀ ରାମନବମୀ ମହୋତ୍ସବକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥାର ପ୍ରସ୍ତୁତି ମୂଲ୍ୟାଙ୍କନ କରିବା ପାଇଁ କେନ୍ଦ୍ରୀୟ ରେଞ୍ଜ ପୋଲିସ ମହାନିରୀକ୍ଷକ ଡକ୍ଟର…
Read More...

ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା ପ୍ରଥମ ମହିଳା ଚାମ୍ପିଅନ୍ ଓଡ଼ିଶାର ଅଞ୍ଜଳି ମୁଣ୍ଡା

ରାୟପୁର ଠାରେ ଚାଲିଥିବା ‘ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସ ୨୦୨୬’ରେ ସେ ସନ୍ତରଣରେ ସ୍ୱର୍ଣ୍ଣ ପଦକ ଜିତି ଏକ ନୂଆ ଇତିହାସ ରଚିଛନ୍ତି ଓଡ଼ିଶାର ଜଣେ ୧୫ ବର୍ଷୀୟା କିଶୋରୀ ଅଞ୍ଜଳି ମୁଣ୍ଡା । ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବାରେ ଅଞ୍ଜଳି ମୁଣ୍ଡା ହେଉଛନ୍ତି ପ୍ରଥମ ମହିଳା ଆଥଲେଟ୍ । ୨୦୦…
Read More...

ବାରମ୍ବାର ଅନୁରୋଧ ସତ୍ୱେ ପ୍ରଶାସନିକ କରୁନି ସମସ୍ୟାର ସମାଧାନ

ବାରମ୍ବାର ଅନୁରୋଧ ସତ୍ୱେ ପ୍ରଶାସନିକ କରୁନି ସମସ୍ୟା ସମାଧାନ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି । ଅଭିଯୋଗ ନିବାରଣ ଫୋରମ୍ (GRF) ର ସ୍ପଷ୍ଟ…
Read More...