ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥ ନିର୍ମାଣ ନୀତି

ପୁରୀ :  ଆଜି ପବିତ୍ର ଅକ୍ଷୟ ତୃତୀୟା । ଆସିଲା ଆଜ୍ଞା ମାଳ  । ଆଜିଠାରୁ  ଆରମ୍ଭ ରଥ ନିର୍ମାଣ ।  ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥ ନିର୍ମାଣ ନୀତି। ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜିଠୁ ନିର୍ମାଣ ହେବ ବିଶ୍ବନିୟନ୍ତାଙ୍କ ରଥ । ୩ ଖଣ୍ଡ ଧଉରା କାଠର…
Read More...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ: ମେ ୧୫ରୁ ରବି ଧାନ କ୍ରୟ ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୫ ତାରିଖରୁ ରବିଧାନ…
Read More...

୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭାରତର ଏହି ଦକ୍ଷ କ୍ରିକେଟର ରୋହିତ ଶର୍ମା

ନୂଆଦିଲ୍ଲୀ: କିଏ କୁହେ ହିଟ ମ୍ୟାନ୍ ତ କିଏ କୁହେ ସୁପରହିଟ୍ ଶର୍ମା । କାରଣ ତାଙ୍କ ଖେଳ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ ।  ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ଼ବଡ଼  ଛକା, ଚୌକା ।ଆଜି ରୋହିତ ଶର୍ମାଙ୍କ ଜନ୍ମଦିନ । ଆଜି ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭାରତର ଏହି ଦକ୍ଷ…
Read More...

ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଉଦଘାଟିତ ହେଲା ଦୀଘା ଜଗନ୍ନାଥ ମନ୍ଦିର । ଅକ୍ଷୟ ତୃତୀୟା ଅବସରରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦ଏକର ଜାଗାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ପ୍ରତିଷ୍ଠା ହେଲା…
Read More...

ଜମାକାରୀଙ୍କ ନିକଟରୁ ଠକେଇ କରିଥିବା ଅଭିଯୋଗରେ ନୀଲେଶ କରଙ୍କୁ ୭ ବର୍ଷ କାରାଦଣ୍ଡ

କଟକ : କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ…
Read More...

ମୁସାର  ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ଭାରତରେ ଲୁଚିଛି ଆତଙ୍କୀ ହାସିମ୍‌ ମୁସା । ପହଲଗାମ୍‌ ହମଲା ପରେ ମୁସା ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଲୁଚିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ମୁସାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା। ସେପଟେ ମୁସାର  ସୁରାକ ଦେଲେ ୨୦ ଲକ୍ଷ ଟଙ୍କା…
Read More...

ମନ୍ଦିରର ୨୦ ଫୁଟ ଲମ୍ବା କାନ୍ଥ ପଡି ୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ ମନ୍ଦିରରେ ଅଘଟଣ । ବର୍ଷାରେ ୨୦ ଫୁଟ ଲମ୍ବା କାନ୍ଥ ଦୁର୍ବଳ ହୋଇ ଭୁଶୁଡି ପଡିଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଚନ୍ଦନେଶ୍ୱର ଯାତ୍ରା ପାଇଁ ବରାହଲକ୍ଷ୍ମୀ ମନ୍ଦିରରେ ଯାଇଥିଲେ ଶ୍ରଦ୍ଧାଳୁ ।…
Read More...

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଅବକାରୀ ଅଧିକାରୀ କ୍ରିଷ୍ଣା ନାୟକଙ୍କୁ ଗିରଫ

ଢେଙ୍କାନାଳ:   ଢେଙ୍କାନାଳ ଅବକାରୀ ଅଧିକାରୀ କ୍ରିଷ୍ଣା ନାୟକଙ୍କୁ ଗିରଫ  କଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡିଥିବା କୁହାଯାଉଛି । ଗିରଫ ପରେ କୌର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗତକାଲି ୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଢେଙ୍କାନାଳ ଦେଉଳସାହି ରୋଡ଼ରେ…
Read More...

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୯୧୦ ଟଙ୍କା

ନୂଆଦିଲ୍ଲୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ଅଧିକାଂଶ ଲୋକେ ସୁନା ଓ ରୁପା ଅଳଙ୍କାର କିଣିବାକୁ ଇଚ୍ଛା କରନ୍ତି । ତେବେ ଗତ କିଛି ଦିନ ଧରି ସୁନା ଦାମ୍‌ ହୁ ହୁ ହୋଇ ବୃଦ୍ଧି ପାଇ ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ଏବେ ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନା ଦର…
Read More...

ଅବସର ନେଉଛନ୍ତି ହରିୟାଣା କ୍ୟାଡର IAS ଅଶୋକ ଖେମକା

ନୂଆଦିଲ୍ଲୀ: ଆଜି ଅବସର ନେଉଛନ୍ତି ହରିୟାଣା କ୍ୟାଡର IAS ଅଶୋକ ଖେମକା। ପ୍ରାୟ 34 ବର୍ଷର କ୍ୟାରିୟରରେ 57 ଥର ପୋଷ୍ଟିଂ ହୋଇଥିବା ବରିଷ୍ଠ IAS ଅଧିକାରୀ ଅଶୋକ ଖେମକା । 1991 ବ୍ୟାଚ୍ ଅଧିକାରୀ ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ଅବସର ଗ୍ରହଣ କରିବେ। ହରିଆଣା-କ୍ୟାଡର IAS…
Read More...