ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ଯୁବକ ବନ୍ଧା ହେଲେ

ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ, କଟକ ଜିଲ୍ଲା ମାହାଙ୍ଗା ଥାନା ବିବାହିତ ମହିଳା ଙ୍କ ଅଶୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ ।  ଗିରଫ ହୋଇଥିବା ଯୁବକ ବାଲିଚନ୍ଦ୍ରପୁର ଅଞ୍ଚଳ ର ସିଲୁ ପାତ୍ର ବୋଲି ସୂଚନା ମିଳିଛି ।

ମହିଳା ଜଣକ ହେଲେ ମାହାଙ୍ଗା ଥାନା  ଅଂଚଳର। ମହିଳା ଙ୍କ ଏତଲା ଆଧାରରେ ମାହାଙ୍ଗା ଥାନା ପୋଲିସ ଘଟଣା ତଦନ୍ତ କରି ଯୁବକ କୁ ଗିରଫ କରିଥିବା ସୂଚନା ମିଳିଛି l ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ମହିଳା ଙ୍କ ଅଶ୍ଲୀଳ ଭିଡିଓ ଉଠାଇଲା କିଏ ଆଉ କାହିଁକି ଭାଇରାଲ କଲା  ତାହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି।