ଗୋଟିଏ ଥାଳିରୁ ଡିନର କଲେ ସିଂହ ଓ ମହିଳା

0

ଭୂବନେଶ୍ୱର:ସୋସିଆଲ ମିଡିଆ ଜଗତର ନିଆରା କଥା ପ୍ରତିଦନ ଦେଖିବାକୁ ମିଳୁଛି କିଛି ନୁଆଁ ଘଟଣା ଏବଂ ଅନକେ ଅଜବ ଗୁଜବ ତଥ୍ୟ । ହେଲେ କେବେ ଭାବିଛନ୍ତି ଜଙ୍ଗଲର ରାଜା ସିଂହ ସହ ଏକ ସାଧାରଣ ମହିଳା ବସି ଚିକେନ ଖାଉଥିବେ । ଶୁଣିକି ନଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ଜଙ୍ଗଲ ହେଉଛି ବନ୍ୟ ଜିବଜନ୍ତୁଙ୍କ ରହିବା ସ୍ଥାନ । ଏବେ କିନ୍ତୁ ଅନେକ ଦେଶରେ ଜିବଜନ୍ତୁଙ୍କୁ ଘରେ ପାଳୁଥିବାର ଭିଡିଉ ଆଗରୁ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିଥିବେ । ତେବେ ଏହି ଭଡିଓରେ ଏକ ମହିଳା ସିଂହ ସହ ମିଶି ଗୋଟିଏ ଥାଳିରୁ ଚିକେନ ଖାଉଛନ୍ତି । ମହିଳାଙ୍କ ଚେହେରାରୁ ସେ ଟିକିଏ ବି ଭୟବିତ ଥିଲା ଭଳି ଜଣାପଡୁନାହାଁନ୍ତି ।ଦୁହେଁ ମିଶେ ବେଶ୍ ଭଲଶେ ଏକା ଥାଳିରୁ ଚିକେନ ଖାଉଛନ୍ତି ।