Browsing Tag

Social media

ସୋସିଆଲ ମିଡିଆ ଏବଂ AIରେ ଦକ୍ଷତା ହାସଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଓଆଇଏସ୍ ଅଧିକାରୀଙ୍କୁ ଆହ୍ୱାନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ସୂଚନା ସେବା (OIS) ଅଧିକାରୀମାନଙ୍କୁ ପାରମ୍ପାରିକ କାର୍ଯ୍ୟଧାରାରୁ ବାହାରି ଆସିବାକୁ ଏବଂ ପ୍ରଶାସନ ତଥା ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ସୋସିଆଲ୍ ମିଡିଆ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଶକ୍ତିକୁ…
Read More...

ସୋସିଆଲ ମିଡିଆରେ KYC ବାଧ୍ୟତାମୂଳକ କରିବାକୁ ସରକାରଙ୍କ ବିଚାର

ଭୁବନେଶ୍ୱର: ଆଧୁନିକ ଯୁଗରେ ସୋସିଆଲ ମିଡିଆ ଆମ ଦୈନିକ ଜୀବନର ଅବିଚ୍ଛିନ୍ନ ଅଂଶ ହୋଇପାରିଛି। କିନ୍ତୁ ଏହା ସହ ଜଡିତ ସମସ୍ୟାମାନେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ ଠକେଇ, ସାଇବର ଷ୍ଟକିଂ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଦେଶରେ ଗଭୀର ଚିନ୍ତାର କାରଣ…
Read More...

ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ରୁଷର ପ୍ରତିବନ୍ଧ, ହ୍ୱାଟ୍ସଆପ୍-ୟୁଟ୍ୟୁବ୍-ଫେସବୁକ୍ ବ୍ୟାନ୍

ମସ୍କୋ: ଆମେରିକାର ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରୁଷ ସରକାର ପ୍ରତିବନ୍ଧ କରିବା ଆରମ୍ଭ କରିଛି। ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ ଏବେ ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଆମେରିକୀୟ ସୋସିଆଲ ମିଡିଆ ଆପ୍‌ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ଏହା ଫଳରେ…
Read More...

ଇନଷ୍ଟାଗ୍ରାମ ଆଣିଲା ନୂଆ ଅପଡେଟ୍, ଲଗେଇବେ ମାତ୍ର ଏତିକି ହ୍ୟାସଟ୍ୟାଗ୍

New Delhi; ଇନଷ୍ଟାଗ୍ରାମ ସମ୍ପ୍ରତ୍ତି ଏକ ନୂତନ ଅପଡେଟ୍ କରିଛି । କମ୍ପାନୀ ତାର ପ୍ଲାଟଫର୍ମରେ କଣ୍ଟେଣ୍ଟ ହ୍ୟାସଟ୍ୟାଗ ଲଗେଇବାର ସୀମା ଘୋଷଣା କରିଛି। ଏହା ଉଭୟ ରିଲ୍ ଏବଂ ପୋଷ୍ଟ ପାଇଁ ଲାଗୁ ହେବ । ଅର୍ଥାତ୍ ପୂର୍ବ ପରି ୟୁଜରମାନେ ନିଜ ଇଚ୍ଛା ମୁତାବକ ହ୍ୟାସଟାଗ୍‌ର ବ୍ୟବହାର କରିପାରିବେ…
Read More...

ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ, ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆରେ ଆଶୀର୍ବାଦ945 ଆଇଡିରୁ ଫଟୋ ହୋଇଛି ଭାଇରାଲ୍‌ । ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ୍‌ । ଶ୍ରୀମନ୍ଦିର ଭିତର ଫଟୋ ସହ ବାହାରେ ନିଜ ଫଟୋ…
Read More...

ସରକାର ଆଣିଲେ ନୂଆ ନିୟମ, ଏଣିକି ବିନା ସିମରେ ଚାଲିବନି ହ୍ବାଟସଆପ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିଛନ୍ତି ନୂଆ ନିୟମ । ଏଣିକି ବିନା ସିମରେ ଚାଲିବନି ହ୍ବାଟସଆପ୍ । ଖାଲି ହ୍ବାଟସଆପ୍ ନୁହେଁ ବରଂ ଟେଲିଗ୍ରାମ ଓ ସ୍ନାପଚାଟ ଭଳି ମେସେଜିଂ ଆପ୍ ବିନା ସିମରେ ଚାଲିବନି । ଆସନ୍ତା ୯୦ ଦିନ ମଧ୍ୟରେ ସବୁ ମେସେଜିଂ ଆପ୍ ରେ ଲାଗୁ ହେବ ସିମ୍ ବାଇଡିଂ ନିୟମ । ଏହି…
Read More...

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ଗତକାଲି ସୋସିଆଲ୍ ମିଡିଆ ବ୍ୟାନ୍‌…
Read More...

ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ୍‌କୁ ବିରୋଧ କରି ବିକ୍ଷୋଭ; ୧୮ ମୃତ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି । Gen-Z ମଧ୍ୟରେ ଏପରି କ୍ରୋଧ ସୃଷ୍ଟି ହୋଇଛି,…
Read More...

କିପରି କରିବେ ଫେସବୁକରୁ ରୋଜଗାର, କେତେ ସବସ୍କ୍ରାଇବର୍ ହେଲେ ହେବ ମନିଟାଇଜେସନ୍

ଭୁବନେଶ୍ଵର: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି। ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଗୋଟେ ହେଉଛି ଫେସବୁକ୍ । ଫେସବୁକ୍ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ…
Read More...

ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ-: ଭାରତରେ ତୁର୍କୀର ସରକାରୀ ସୋସିଆଲ ମିଡିଆ TRT ବ୍ୟାନ୍‌ । ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିଲା । ଭାରତ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ତୁର୍କୀ…
Read More...