ଚଳନ୍ତl ପେପେର ବୋଝେଇ ଟ୍ରକରେ ଲାଗିଲା ନିଆଁ : ବର୍ତ୍ତିଲେ ଡ୍ରାଇଭର

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ଚଳନ୍ତା ଟ୍ରକରେ ଲାଗିଲା ନିଆଁ ଏହି ଭଳି ଅଭାବ ନିୟ ଘଟଣା ଦେଖିବା କୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ବୃନ୍ଦାବଡି ଗ୍ରାମ ନିକଟରେ l ପେପେର ବୋଝେଇ ଟ୍ରକ ଜେକେ ପୁର ଠାରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟ ରେ ଚାଲନ୍ତl ଗାଡି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଡ୍ରାଇଭର କହିଛନ୍ତି l ନିଆଁ ଲାଗିବl ଦେଖି ଡ୍ରାଇଭର ଗାଡି ଟି କୁ ରଖି ଦେଇଥିଲେ l ସ୍ଥାନୀୟ ଗ୍ରାମବାସୀ ଆସି  ବିଷମ କଟକ ଦୋମକଳ କେନ୍ଦ୍ର ଓ ପୋଲିସ କୁ ଖବର ଦେଇଥିଲେ l ଦମ କଳ ବାହିନୀ ଆସି ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡି ରେ ପେପେର ଥିବାରୁ ଗାଡିଟି ସମ୍ପୂର୍ଣ ନିଆଁ ଲାଗି ଯାଇଥିଲା l ଗାଡିଟି ଜେକେ ପୁର ଗ୍ରାମର ପି. ସନ୍ତୋଷ କୁମାର ର ବୋଲି ଜଣା ପଡିଛି l ଘଟଣା ସ୍ଥଳ ରେ ପୋଲିସ ପହଂଚି ତଦନ୍ତ କରୁଥିବା ଆଇଆଇସି ସୂର୍ଯ୍ୟ ଚନ୍ଦ୍ର ପlଢି  ସୂଚନା ଦେଇଛନ୍ତି ।