ଡିଭାଇଡରରେ ପିଟି ହେଲା ମାଲ ବାହୀ ଟ୍ରକ

ଗଞ୍ଜାମ /ରଜନୀକାନ୍ତ ପାତ୍ର: ଦୁର୍ଘଟଣା ଗସ୍ତ ମାଲ ବେଝେଇ ଟ୍ରକ । ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ହିରୋ ଶୋରୁମ ନିକଟରେ ବିଳମ୍ବିତ ରାତ୍ରିରେ ଏକ ମାଲ ବୋଝେଇ ଟ୍ରକ ଟି ଦୁର୍ଘଟଣା ଘଟିଛି । ଆସ୍କାରୁ ହିଂଜିଳି ଅଭିମୁଖେ ଯିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡର କୁ ପିଟି ହୋଇ ଯାଇଥିଲା ଫଳରେ ଟ୍ରକ ର ସାମ୍ନା ପଟ ଭାଙ୍ଗି ଯାଇଥିବା ବେଳେ ଡିଭାଇଡର ବି ଭାଙ୍ଗି ଯାଇଛି । ଟ୍ରକ ଚାଳକ ସହ ହେଲ୍ପର୍ ସମସ୍ତେ ସୁରକ୍ଷିତ ଅଛନ୍ତି । ଖବର ପାଇ ଘଟଣା ସ୍ଥଳରେ ହିଂଜିଲି ପୋଲିସ ପହଞ୍ଚି ଆରମ୍ଭ କରିଛି ।