ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ

( ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ତ ଅନ୍ତର୍ଗତ କିଆକଟା ବନାଞ୍ଚଳ ମୁଣ୍ଡାପଡା ଗାଁରେ ଶନିବାର ବିଳମ୍ୱିତ ରାତି ରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହାତୀ ଟିର ମୃତ୍ୟୁ ହୋଇଛି।ଘଟଣା ସ୍ଥଳରେ କିିିିିିିିଆକଟା ବନବିଭାଗ ପହଞ୍ଚି ହାତୀ ର ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି।