ବିଦ୍ୟୁତ ଆଘାତରେ ଦୁଇ ବର୍ଷର ପୁଅ ମୃତ

(ସର୍ବେଶ୍ୱର ପାତ୍ର) : ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଖତେଇବେରେଣି ଗାଁରେ ଘରେ ବିଦ୍ୟୁତ ଆଘାତରେ ଦୁଇ ବର୍ଷର ପୁଅ ମୃତ ।ଗାଁର ଭରତ ବିଶ୍ୱାଳ ଙ୍କ ଦୁଇ ବର୍ଷର ପୁଅ ରଜତ ବିଶ୍ୱାଳ ଆଜି ସକାଳେ ଘରେ ଥିବା ବିଦ୍ୟୁତ ତାରରେ ହାତ ମାରିଦେବାରୁ ଆଘାତ ପାଇଥିଲେ ପରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲ ଆଣିଥିଲେ ସେଠାରେ ତାଙ୍କର ମୃତୁ ହୋଇ ଯାଇଥିଲା ।