ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି ପ୍ରଭାସ

 (ରିପୋଟରର୍ସ ଟୁଡେ): ବାହୁବଳୀ ଫିଲ୍ଲ ପରେ ଘରେ ଘରେ ବାହୁବଳୀ ନାମରେ ପରିଚିତ ହୋଇ ଯାଇଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ । ବାହୁବଳୀ ପରେ ଏବେ ସେ ଆଉ ଏକ ବଡ଼ ବଜେଟ୍ ଫିଲ୍ମ ସାହୋରେ ନଜର ଆସିବାକୁ ଯାଉଥିବା ବେଳେ ଏଥିରେ ତାଙ୍କ ଅଭିନେତ୍ରୀ ସାଜିଛନ୍ତି ଶ୍ରଦ୍ଧା କପୁର । ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍ ହେବାକୁ ଥିବା ବେଳେ ପ୍ରଶଂସକମାନଙ୍କ ଡିମାଣ୍ଡକୁ ସମ୍ମାନ ଜଣାଇ ଇନ୍ଷ୍ଟାଗ୍ରାମରେ ନିଜର ଆକାଉଣ୍ଟ ଖୋଲିବାକୁ ଯାଉଥିବା ଜଣା ପଡ଼ିଛି ।