ବାତ୍ୟା ‘ଅକଭାନ’ ପାଇଁ ପ୍ରସ୍ତୁତି

ଆଇଜିପି (IGP), ସିଆର୍ (CR) ଡ. ସତ୍ୟଜିତ ନାଏକ ସାତପଡ଼ା, କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ଗସ୍ତ କରି ସ୍ଥାନୀୟ ସ୍ଥିତିର ଅନୁଧ୍ୟାନ କରିବା ସହ ବାତ୍ୟା ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

 

ସେ ପୋଲିସ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।