ଯୁକ୍ତ ଦୁଇ ଇଣ୍ଟରନାଲ, ପ୍ରୋଜେକ୍ଟ ଓ ପ୍ରାଟିକାଲ ପରୀକ୍ଷା ପାଇଁ ପ୍ରକାଶ ପାଇଲା ତାରିଖ

ଭୁବନେଶ୍ୱର; ଯୁକ୍ତ ଦୁଇ ଇଣ୍ଟରନାଲ, ପ୍ରୋଜେକ୍ଟ ଓ ପ୍ରାଟିକାଲ ପରୀକ୍ଷା ପାଇଁ ପ୍ରକାଶ ପାଇଲା ତାରିଖ | ଦୁଇଟି ପର୍ଯାୟ ରେ ହେବ ପରୀକ୍ଷା | ୨୩ ଡିସେମ୍ବର ରୁ 30 ଡିସେମ୍ବର ଓ ୨ ଜାନୁଆରୀ ରୁ ୧୨ ଜାନୁଆରୀ ହେବ ଯୁକ୍ତ ଦୁଇ ଇଣ୍ଟରନାଲ, ପ୍ରୋଜେକ୍ଟ ଓ ପ୍ରାଟିକାଲ ପରୀକ୍ଷା |23 ରୁ 30 ତାରିଖ ପର୍ଯ୍ୟନ୍ତ ପ୍ରାଟିକାଲ ନଥିବା ବିଷୟ ବସ୍ତୁ ଗୁଡିକ ର ପ୍ରୋଜେକ୍ଟ ଏବଂ ଇଣ୍ଟନାଲ ପରୀକ୍ଷା ହେବ | ସେହିଭଳି ୨ ଜାନୁଆରୀ ରୁ ୧୨ ଜାନୁଆରି ପର୍ଯ୍ୟନ୍ତ ପ୍ରାଟିକାଲ ପରୀକ୍ଷା ହେବ | ଏହା ସହ ପରୀକ୍ଷା କୁ ନେଇ ଗାଇଡଲାଇନ ପ୍ରକାଶ ପାଇଛି |