ଆରମ୍ଭ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ

ଶୁଭଦ୍ରା ଯୋଜନାକୁ ସଫଳ କାର୍ଯ୍ୟକାରୀ ନେଇ ଆଲୋଚନା ହେବ

0

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଏବଂ ବିଜେପି ବିଧାୟ | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ | ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ | ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ |

* 17ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ହେବ ଆଲୋଚନା
* ଶୁଭଦ୍ରା ଯୋଜନାକୁ ସଫଳ କାର୍ଯ୍ୟକାରୀ ନେଇ ଵି ଆଲୋଚନା ହେବ
* ସାଙ୍ଗଠନିକ ସ୍ତରରେ ସଦସ୍ୟତା ଅଭିଯାନ ନେଇ ଵି ଆଲୋଚନା ହେବାର ସମ୍ଭାବନା ରହିଛି