କଟକ ମହାଆଡମ୍ବରରେ କାଳୀପୂଜା ଭସାଣୀ ଶେଷ

କଟକ : କଟକ ଭଷାଣି ମହୋତ୍ସବ ରେ ସାମିଲ ହେଲେ 170 ମେଢ଼ ଶାନ୍ତି ଶୃଙ୍ଖଳାରେ ଭସାଣୀ ପର୍ବ ଶେଷ । କଟକରେ ମହା ଆଡମ୍ବରରେ ବାଦ୍ୟ ନୁର୍ତ୍ୟରେ ଭଷାଣୀ ଯାତ୍ରା ଶେଷ ହୋଇଛି।କଟକର ସମସ୍ତ ମେଢ଼ ଭଷାଣୀ ଯାତ୍ରାରେ ସାମିଲ ହୋଇଥିଲେ। କଲେଜ ଛକରୁ ପ୍ରସେସନ କରି ରାଣୀହାଟ, ମଙ୍ଗଳାବାଗ ଦେଇ ବକ୍ସି ବଜ଼ାର ଓ ଦରଘା ବଜ଼ାର, ଗୌରୀଶଙ୍କର ପାର୍କରୁ ମେଢ଼ ଚୌଧୁରୀ ବଜ଼ାର ମଧ୍ୟରେ ପ୍ରବେଶ କରି ଦେବି ଗଡାରେ ବିସର୍ଜନ ହୋଇଥିଲା |