ଚଳିତ ବର୍ଷ ନଭେମ୍ବର ୨୪ରେ ହେବ ଐତିହାସିକ କଟକ ବାଲିଯାତ୍ରା
କଟକରେ ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏନେଇ କଟକ କଲେକ୍ଟର ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଆଜି ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ବାଲି ଯାତ୍ରା ଭୂମିର ଉପର ଏବଂ ତଳ ଉଭୟ ସ୍ଥାନରେ ବାର୍ଷିକ ମେଳା ଆୟୋଜନ କରିବାକୁ…
Read More...
Read More...