ଜାତୀୟ ରାଜପଥରୁ 5 ଫୁଟ  ତଳକୁ ଖସିଲା କାର

ରାସ୍ତା ତଳକୁ ଖସିଲା କାର l ଅଳ୍ପକେ ବର୍ତିଲେ ଚାଲକ l ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସନମହେଶ୍ୱର ନିକଟ ରେ କାର ଦୁର୍ଘଟଣା l ଜାତୀୟ ରାଜପଥ 353 ରେ କାର ଟି ଭାରସାମ୍ୟ ହରାଇ 5 ଫୁଟ ତଳକୁ ଖସି ପଡିଛି କାର l ସମସ୍ତେ ସୁରକ୍ଷିତ ଥିବା ବେଳେ ଘଟଣା ସ୍ଥଳ କୁ ପହଁଞ୍ଚି ଅଧିକ ତଦନ୍ତ କରୁଛି ପୋଲିସ l