( ରିପୋର୍ଟସଟୁଡେ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଜଧାନୀରେ ଆୟୋଜିତ ହୋଇଛି ରନ ଫର ୟୁନିଟ କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଓମେଫଡ ସ୍ଥିତ ରେଲେଓ୍ଵ ଗ୍ରାଉଣ୍ଡରୁ ରେଲେଓ୍ଵ ଅଡିଟୋରିୟମ ଯାଏ ଏକ ଭାରତ, ଶ୍ରେଷ୍ଠ ଭାରତର ନାରା ନେଇ ସମସ୍ତେ ଦୈଡିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ ।