ଆହୁରି ୨୪ ଘଣ୍ଟା ବର୍ଷିବ ତିତଲି ଓଡିଶା By Reporters Today Bureau On Oct 12, 2018 Share ( ମମତା ସାମଲ): ସାମୁଦ୍ରିକ ଝଡ ତିତଲି ଉତ୍ତର -ପୂର୍ବକୁ ଗତି କରି ଏବେ କନ୍ଧମାଳ ଓ ଅନୁଗୋଳରେ ପହଞ୍ଚିଛି । ଧୀରେ ଧୀରେ ତିତଲି ମୟୂରଭଞ୍ଜ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ । ଆହୁରି ୨୪ ଘଣ୍ଟା ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ ତିତଲି । ଆସନ୍ତକାଲି ବର୍ଷାର ପରିମାଣ କମିବ । bbsrOdisharainReporters Today Share FacebookTwitterGoogle+ReddItWhatsAppPinterestEmail