ମାଛ ସହ ମିଶାଇ କ୍ଷୀର ପିଉଛନ୍ତି କି ? ସାବଧାନ

 (ରିପୋଟରର୍ସ ଟୁଡ଼େ): ମାଛ ଶରୀର ପାଇଁ ବେଶ୍ ଲାଭକାରୀକିନ୍ତୁ ମାଛ ଖାଉଥିବା ଯକ୍ତି ଭୁଲ୍ ପଦକ୍ଷେପ ନେଲେ ଏହା ଶରୀର ପାଇଁ ହାନିକାରକ ସ୍ୟାଯସ୍ତ ହୋଇପାରେ। ଯେମିତିକି ମାଛ ଖାଇବା ପରେ କ୍ଷୀର ସେବନ। ମାଛ ଖାଇବା ପରେ କ୍ଷୀର ସେବନ କଲେ ଲୁକ୍ରୋଡର୍ମା ଭଳି ରୋଗ ହେବାର ଆଶଙ୍କା ରହିଛି। ସପ୍ତାହକୁ ଅତିକମ୍ରେ ୨ଥର ମାଛ ଖାଇବା ନିତାନ୍ତ ଜରୁରୀ। ନିୟମିତ ମାଛ ଖାଇଲେ କ୍ୟାନ୍ସର୍ ଓ ମଧୁମେହ ଭଳି ରୋଗଠାରୁ ମଧ୍ୟ ଦୂରେଇ ରହିହେବ। ଯେଉଁ କାରଣରୁ ଲୁକ୍ରୋଡର୍ମା ଭଳି ରୋଗର ସାମ୍ନା କରିବାକୁ ପଡ଼େ। ଏହା ଏକ ଜଟିଳ ରୋଗ। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେଲେ ମିଲେନୋସାଇଟ୍ସ ନାମକ ତ୍ୱଚାର ରଙ୍ଗ ସୃଷ୍ଟିକାରୀ କୋଷିକାରେ ବାରମ୍ବାର ପରିର୍ବନ ହୁଏ। ପରେ ଶରୀର ସାରା ବ୍ୟାପିଥାଏ। ତେଣୁ ଆମିଷ ଭକ୍ଷଣ ପରେ କିଛି ଖାଦ୍ୟ ନଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଛନ୍ତି। ବିଶେଷକରି କ୍ଷୀର।