ଭିଭିନ୍ନ ସମସ୍ୟା ନେଇ ଆଶାକର୍ମୀଙ୍କ ଦାବିପତ୍ର

(ଉଦଳା/ ଦୀପକ ମିଶ୍ରଙ୍କ): ବିଶ୍ୱ ମହାମାରୀ କୋରନକ୍ଷକୁ ନେଇ ପୋଲିସ, ପ୍ରଶାସନ ଓ ହସ୍ପିଟାଲ କର୍ମଚାରୀ କୋରନକ୍ଷ ଯୁଧ୍ୟରେ ସାମିଲ ହୋଇଛନ୍ତି କ୍ଷ ବିଭିନ୍ନ କୋରନକ୍ଷ ଯୋଧ୍ୟାଙ୍କୁ ସେମାନଙ୍କ କାର୍ୟ୍ୟ ପାଇଁ ବୀମା ତଥା ମାସିକ ବେତନ ସହ କୌଣସି କୋରନକ୍ଷ ଯୋଦ୍ଧାଙ୍କର ମୃତ୍ୟୁ ହେଲେ ରାଷ୍ଟ୍ରୀୟ ମର୍ୟ୍ୟାଦା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ଥିବା ଆଶାକର୍ମୀ ମାନେ ଏହି କୋରନକ୍ଷ ମୁକାବିଲାରେ ସାମିଲ ହୋଇଛନ୍ତି କ୍ଷ ଆଶାକର୍ମୀ ମାନେ ଦିନରାତି କୋରନକ୍ଷ ସମୟରେ କାର୍ୟ୍ୟ କରୁଥିବା ବେଳେ ସେମାନଙ୍କର ସମସ୍ୟାର ଦାବିପତ୍ର କପ୍ତିପଦା ଉପଖଣ୍ଡ ଚିକିତ୍ସାଧିକାରୀ ଡ଼କ୍ଟର ଶିବାନନ୍ଦ ମହାନ୍ତିଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି କ୍ଷ ତେବେ ତାଙ୍କର ଦାବିଗୁଡିକ ମଧ୍ୟରୁ ଦୟିନୀକ ପାରିଶ୍ରମିକ ୩୦୦ ଟଙ୍କା, କୋରନକ୍ଷ ସମୟରେ ମୃତ୍ୟୁ କାଳୀନ ବୀମା ରାଶି ପ୍ରଦାନ ଓ ଆଶା କର୍ମୀଙ୍କୁ ଅସାମାଜିକ ବ୍ୟାକ୍ତି ଦୁର୍ବ୍ୟବହାରରେ ଦୃଢ କାର୍ୟ୍ୟାନୁଷ୍ଠାନ ଓ ସୁରକ୍ଷା ପ୍ରଦାନ ପ୍ରମୁଖ ଦାବିପତ୍ର ରାଜ୍ୟସରକାରଙ୍କୁ ଜଣାଇଛନ୍ତି ।