ମହଙ୍ଗା ପଡିଲା କୁମ୍ଭୀର ସହ ଖେଳ , ଭିଡିଓ ଭାଇରଲ

(ଦିଲ୍ଲୀ ): ସୋସିଆଲ ମିଡିଆରେ ଘୁରି ବୁଲୁଚି ଏକ ଭାଇରାଲ ଭିଡିଓ । ଯାହା ଆପଣଙ୍କୁ ଚକିତ କରିଦେବ । ଓଡ଼ିଆରେ ଗୋଟେ ଢଗ ଶୁଣିଥିବେ ” ପାଣିରେ ଘର କରିଥିଲେ କୁମ୍ଭୀରକୁ ଡରିବା ଉଚିତ ନୁହେଁ ” । ଭିଡିଓରେ ବ୍ୟକ୍ତି ଜଣକ ଏପରି ଭୁଲ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କର ଜୀବନ ଧର୍ମସଂକଟରେ ପଡିଯାଇଥିଲା । ଏହି ଭିଡିଓକୁ ୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଆଉ ସଙ୍ଗେ ସଙ୍ଗେ ଗୋଟିଏ କୁମ୍ଭୀର ବ୍ୟକ୍ତି ଜଣକ ପାଖକୁ ପଳାଇ ଆସୁଛି। ତେବେ କିଛି ଲୋକ କମେଣ୍ଟ୍‌ ଦେଇ ଉକ୍ତ ବ୍ୟକ୍ତିଙ୍କର ମୂର୍ଖତାକୁ ସମାଲୋଚନା କରିଛନ୍ତି। ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ, ଜଣେ ବ୍ୟକ୍ତି ସମୁଦ୍ରରେ ଥିବା କୁମ୍ଭୀରମାନଙ୍କ ମଝିରେ ପହଁରୁଛନ୍ତି । ଆଉ ତା’ପରେ… ଦେଖନ୍ତୁ ଏହି ଭିଡ଼ିଓ…..