କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଆଗୁଆ ଜାମିନ

କଟକ :ଓଡିଶା ହାଇକୋର୍ଟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଆଗୁଆ ଜାମିନ ମିଳିଛି । ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥିନୀଙ୍କ ପାଇଁ ସହାୟତା ଲୋଡିବାକୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କଠାରୁ ଅଶାଳୀନ ବ୍ୟବହାରର ଶିକାର ହୋଇଥିଲେ  । ଯୁବନେତ୍ରୀଙ୍କୁ ଦୃର୍ବ୍ୟବହାର ଅଭିଯୋଗ ଥିଲା ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଛନ୍ତି । ଅପମାନ ସହି ନ ପାରି ନେତ୍ରୀ ଜଣକ ପାର୍ଟି ଅଫିସରେ ଭଙ୍ଗାରୁଜା  ଅଭିଯୋଗ ନେଇ ରାଉରକେଲା ଝିରପାଣି ଥାନାରେ ସେ ଏତଲା ଦେଇଥିଲେ ।  ପୋଲିସ ଅଟକ ରଖିଥିଲା ଏବଂ ଆଜି ଜୁଏଲ ଓରାମଙ୍କୁ ଅଗୁଆ ଜାମିନ ମିଳିଛି ।