ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
“ନୂଆଁ ଧାନ୍ କେ ନୂଆଁ ମନ୍
ବନେ ବନେ ଥାଉନ୍ ଅପଣ୍
ନୂଆଖାଁଇର ବଡ଼ଖା ତିହାର୍
ସମକୁ ମୋର୍ ନୂଆଖାଇ ଜୁହାର”
(ସମ୍ବଲପୁର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଏନେଇ ସବୁଠି ମହକି ଉଠୁଛି ପିଠାପଣାର ବାସ୍ନା…
Read More...
Read More...