ବାଇକ ଲୁଟେରା ରାକେଟର ପର୍ଦାଫାଶ କଲା ଖୁଣ୍ଟା ପୋଲିସ
(ଉଦଳା, ଦୀପକ ମିଶ୍ର): ମୟୁରଭଞ୍ଜ ଜିଲ୍ଲାର ଏକ ବଡ ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ରାକେଟକୁ ଠାବ କରିବା ସହ ଏମାନଙ୍କ ନିକଟରୁ ମୋଟ ୨୮ ଟି ବାଇକ ଜବତ ହୋଇଛି ।
ଦୀର୍ଘ ଦିନରୁ କପ୍ତିପଦା ଉପଖଣ୍ଡର ବିଭିନ୍ନ ଥାନାରେ ବାଇକ ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ…
Read More...
Read More...