Browsing

Video

କୁପଳତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ପ୍ରଫେସର , ଅଧ୍ୟାପକ , ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି । ଗବେଷଣା , ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରଛ୍ରାତୀଙ୍କୁ ଉତ୍ସାହିତ କରନ୍ତୁ ।…
Read More...

ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ , ଏକକାଳୀନ ନିଯୁକ୍ତି ପାଇଲେ ୧୪୦୩ ସ୍ୱାସ୍ଥ୍ୟ ଅଧିକାରୀ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ଏକକାଳୀନ ନିଯୁକ୍ତି ପାଇଲେ ୧୪୦୩ ସ୍ୱାସ୍ଥ୍ୟ ଅଧିକାରୀ । ଆଜି ଲୋକସେବା ଭବନ କନଭେସନ ସେଣ୍ଟରରେ ନବ ନିଯୁକ୍ତି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓପିଏସି…
Read More...

ମୟୂରଭଂଜଜିଲ୍ଲାରୁ ବିଜେଡି ତରଫରୁ ରାଜ୍ୟସଭା ପଦ ପାଇଁ ମନୋନୀତ ମମତା ମହାନ୍ତଙ୍କ ପ୍ରତିକ୍ରିୟା

(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ): ମୟୂରଭଂଜ ଜିଲ୍ଲାରୁ ବିଶୋଇ ବ୍ଲକର ଏନ୍ ବି ପୋଖରିଆ ଗ୍ରାମର ବିଜେଡି ନେତ୍ରୀ ମମତା ମହାନ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପଦ ପାଇଁ ମନୋନୀତ କରିଥିବାରୁ ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।ଏ ଖବର…
Read More...

ଖାତା ବୋର୍ଡ଼ ଅଫିସ ନ ଯିବା ମାମଲା: ତଦନ୍ତ କରୁଛନ୍ତି ଡ଼େପୁଟି ସେକ୍ରେଟେରୀଙ୍କ ଏକ ଟିମ

(ଉଦଳା / ଦୀପକ ମିଶ୍ର ): ଉଦଳା ଇନ୍ଧିରାଗାନ୍ଧୀ ମହିଳା ମହାବିଦ୍ୟାଳୟରୋ ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ବିଷୟରେ ପରୀକ୍ଷା ହୋଇଥିବା ବେଳେ ୭୧ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୬୯ ଜଣ ପରୀକ୍ଷାର୍ଥୀଙ୍କର ଖାତା ବୋର୍ଡ଼ ଅଫିସକୁ ଯାଇଥିଲା । ଯାହାକି ଦୁଇ ଗୋଟି ଖାତା ବୋର୍ଡ଼ ଅଫିସକୁ…
Read More...

୯ ଟି ଜିଲ୍ଲାର ୧୦ ସେକ୍ଟର ୨୬ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

(ରିିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ): ଆଜି ଖାରବେଳ ଭବନରେ ୯ ଟି ଜିଲ୍ଲାର ୧୦ ସେକ୍ଟର ୨୬ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ଅଛି ବୌଦ୍ଧର ଆଦିତ୍ୟ ବିର୍ଲା ରିନେବୁଲ , ଯାଜପୁରର ଜିନ୍ଦଲ ଷ୍ଟିଲ ଓ ଖୋର୍ଦ୍ଧାର ଏକେ. ଏମ ଆଗ୍ରଓର ପ୍ରକଳ୍ପକୁ ଉଦଘାଟନ…
Read More...

ବିଜେଡ଼ିର ରାଜ୍ୟସଭା ପାଇଁ ନାମ ଘୋଷଣା

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ପ୍ରାର୍ଥୀତ୍ୱକୁ ନେଇ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଶେଷରେ ୪ ଜଣଙ୍କ ନାମରେ ମୋହରେ ମାରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ପ୍ରାର୍ଥୀଙ୍କ…
Read More...

ମ୍ୟାଜିକ ପେନ ମୁନରେ ଲୁଟି ନେଲେ ୨୨ ହଜାର

(ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ ): ରାଜଧାନୀର ପୁଣି ମାତିଲେ ମ୍ୟାଜିକ ପେନ ଠକ । ଏମିତି ଏକ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଧିନରେ । ଜଣେ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କାର ଲୋନ କରାଇଦବାକୁ କହି ୨୨ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତିି । ଠକେଇର ଶିକାର ହୋଇଥିବା ଯୁବକ ହେଲେ ସୋମନାଥ…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୨୦ ଜଣ ଗିରଫ

(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ଟାଙ୍ଗି ପୋଲିସକୁ ମିଳିଛି ବଡ ସଫଳତା । ଗତକାଲି ଗ୍ରାମାଞ୍ଚଳ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ଜେନା,ପ୍ରଶାନ୍ତ କୁମାର ମଲ୍ଲିକ,ଏସଡିପିଓ କଟକ ଚୌଦ୍ୱାର,ପଦାରବିନ୍ଦ ତ୍ରିପାଠୀ ଆଇଆଇସି ଟାଙ୍ଗିଙ୍କ ନେତୃତ୍ୱରେ ଏକ ଟିମ ବିଶେଷ ସୂତ୍ରରୁ ଖବର…
Read More...

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

(ଉଦଳା / ଦୀପକ ମିଶ୍ର ): ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଆଜି ଥିବା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ୭୧ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ପରେ ୬୯ ଜଣ ଛାତ୍ରଙ୍କର ପରୀକ୍ଷା ଉତର ଖାତା ସିଲ ହୋଇ ନୋଡ଼ାଲ ସେଂଟରକୁ…
Read More...

ଶିକ୍ଷାନୁଷ୍ଠାନ ନିକଟରେ ଖୁଲମ ଖୁଲା ମଦ ବେପାର

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି):ସରକାରକଙ୍କ ଟିକସ ନିଶାରେ ବିଭିନ୍ନ ସ୍ଥାନରେ ଠିପି ଖୋଲା ମଦ ଦୋକାନ ଖୋଲାଯାଇଛି । ଖୋଲା ଖୋଲି ଭାବେ ମଦ କାରବାର ଯୋଗୁଁ ମଦ୍ୟପ ଓ ଆସାମାଜିକ ବ୍ୟକ୍ତିମାନେ ସର୍ବ ସାଧାରଣ ସ୍ଥାନ ବିଦ୍ୟାଳୟ ନିକଟରେ ବିଭିନ୍ନକାଣ୍ଡ ଘଟାଉ ଛନ୍ତି। ହେଲେ ଏଥିପ୍ରତୀ…
Read More...