ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିିଳା ମାଓବାଦୀ ମୃତ

ମାଲକାନଗିରି – ଛତିଶଗଡ ସୁକମା ଅଞ୍ଚଳରେ ସୁରକ୍ଷା ବାହିନୀକୁ ମିଳିଲା ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ । ଛତିଶଗଡ ସୀମାନ୍ତ ସୁକମାରେ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।ଘଟଣାସ୍ଥଳରୁ ୪ଟିବନ୍ଧୁକ , ମାଓବାଦୀ ସାମଗ୍ରୀ ବିପୁଳ ପରିମାଣର ବିଷ୍ପୋରକ ସାମଗ୍ରୀ ଜବତ କରାଯାଇଛି ।