ଟମାଟୋ ବଦଳରେ ବ୍ୟବହାର କରନ୍ତ ଏହି ସବୁ ସାମଗ୍ରୀ

0

ଭୁବନେଶ୍ୱେର: ପୁରା ଭାରତରେ ବିଭିନ୍ନ ସ୍ଥାନରେ ଟମାଟୋ ଦର ଏବେ ଆକାଶ ଛୁଅାଁ ରହିଛି । କିଛି କିଛି ସ୍ଥାନରେ ଟମାଟେ ମୁଲ୍ୟ ୩୦୦ ପାଖା ପାଖି ରହିଥିବାର ଜଣାପଡିଛି । ଏଥି ପାଇଁ ଲୋକ ଟମାଟେ କିଣିବା ବନ୍ଦ କରି ଦେଇଛନ୍ତିି । ବହୁ ବଡ ବଡ ରେସ୍ତୋରାଁ ହୋଟେଲ ମାନଙ୍କରେ ମଧ୍ୟ ଟମାଟୋ ବ୍ୟବହାର କରୁନାହାନ୍ତି । କହିବାକୁ ଗଲେ ରୋଶେଇରେ ଟମାଟେର ବ୍ୟବହାର ଏକ ପ୍ରକାର ବନ୍ଦ ହୋଇଯାଇଛି । ସେଥିପାଇଁ ଚିନ୍ତାରେ ରୋଶେୟା । ତେବେ ଏପରି କିଛି ସାମଗ୍ରୀ ରହିଛି ଯାହା ଟମାଟୋ ବଦଳରେ ବ୍ୟବହାର କରିପାରିବେ, ଯାହା ଟମାଟେ ଭଳି ଟେଷ୍ଟ ଦେବ । ଆସନ୍ତୁ ଜାଣିବା ସେହି ସାମଗ୍ରୀ ଗୁଡିକ କଣ କଣ ଦହି, ତେନ୍ତୁଳି , ଆମଚୁର ପାଉଡର ।

ଦହି
ଦହି ବ୍ୟବହାର କରିଲେ ତରକାରୀ ଟେଷ୍ଟ ହୋଇଥାଏ । ତରକାରୀ ସ୍ୱାଦ ମିଳିଥାଏ ।

ତେନ୍ତୁଳି
ତେନ୍ତୁଳି ପକାଇ ଖାଇବାକୁ ସାଉଥଇଣ୍ଡିଆନ ଲୋକ ବହୁତ ପସନ୍ଦ କରନ୍ତି । ତେନ୍ତୁ ପକାଇ ରୋଶେଇ କରିବା ଦ୍ୱରା ଟମାଟୋର ଖଟ୍ଟାପଣ ହେଇଥାଏ ଫଳରେ ଟମାଟେ ବ୍ୟବହାର କରିବାକୁ ପଡି ନଥାଏ ।ସ୍ୱାଦ ମଧ୍ୟ ଠିକ ଆସେ ।

ଆମଚୁର ପାଉଡର
ରୋଶେଇରେ ଯେଉଁମାନେ ଅଧିକ ଟମାଟୋ ଦେଇ ଖାଇବାକୁ ପସନ୍ଦ କରନ୍ତି ସେମାନ ପାଇଁ ବିକଳ୍ପ ଉପାୟ ହେଉଛି, ତରକାରି ପ୍ରସ୍ତୁତ ହେବା ପରେ ଅଳ୍ପ ଆମଚୁର ପାଉଡର ବ୍ୟବହାର କରିପାରିବେ ।