ପେନ କିଲର ଆମ ଶରୀର ପାଇଁ କେତେ ଉପକାରୀ ?
ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଫୁଲିଗଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ସେଠାରେ ଥିବା ନର୍ଭ ବା ସ୍ନାୟୁ ଯନ୍ତ୍ରଣା ସମ୍ପର୍କିତ ସିଗନାଲ୍ ମସ୍ତିଷ୍କକୁ ପଠାଇଥାଏ । ମସ୍ତିଷ୍କ ଏହି ସିଗନାଲକୁ ବୁଝିବା ପରେ ଆମକୁ ଯନ୍ତ୍ରଣା ଅନୁଭବ ହୁଏ । କିନ୍ତୁ ଏଠାରେ ଆମ ମନ କୁ ଏକ ପ୍ରଶ୍ନ…
Read More...
Read More...