ଗତ ୨୪ ଘଣ୍ଟାରେ ଦେଶରୁ ୧୩,୪୦୫ ନୂଆ ସଂକ୍ରମିତ ଚିହ୍ନଟ

ଦୈନିକ ଟେଷ୍ଟ ପଜିଟିଭିଟି ହାର ୧.୬୯%କୁ ହ୍ରାସ ପାଇଛି ।

(ଦିଲ୍ଲୀ) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୩,୪୦୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ଟେଷ୍ଟ ପଜିଟିଭିଟି ହାର ୧.୬୯%କୁ ହ୍ରାସ ପାଇଛି । ୨୩୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୬ ଛୁଇଁଛି । ଦେଶବ୍ୟାପୀ ୧,୮୧,୦୭୫ ସକ୍ରିୟ ମାମଲା ରହିଛି। ୪,୨୧,୫୮,୫୧୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ୫,୧୨,୩୪୪ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ସୂଚନା ଜାରି ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରୁ କେତେ ସଂକ୍ରମିତ ସଂଖ୍ୟା :-