ଅଗଷ୍ଟ ୪ରେ ଶ୍ରୀମନ୍ଦିର ନିଷ୍ପତି

ପୁରୀ(ରିପୋର୍ଟର୍ସ ଟୁଡେ) : ଶ୍ରୀ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଲାଗି ଅଗଷ୍ଟ ୪ରେ ବୈଠକ ହେବା ନେଇ ନିଷ୍ପତି ହୋଇଛି । ଏଥିରେ ଏସପି ପୁରୀ ଜିଲ୍ଲାପାଳ, ସିଡିଏମଓ, ଭର୍ଚୁଆଲ ମିଂଟିରେ ରହିବେ । ପ୍ରାୟ ଅଢେଇ ମାସ ଧରି ଶ୍ରୀ ମନ୍ଦିର ଭକ୍ତଙ୍କ ପ୍ରବେଶ ନିଷିଧ ହୋଇଅଛି । ବିଗତ ଦିନରେ ପୁରୀରେ ରଥଯାତ୍ରା କୋଭିଡ ନିୟମ ମଧ୍ୟରେ ଅନୁଷ୍ଠିତ ହୋଇ ସାରିଛି ।