ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇନେଲେ ଅଜଣା ବ୍ୟକ୍ତି । କିଛି ଅଜଣା ବ୍ୟକ୍ତି ଉଠାଇ ନେଇଥିବା ଜଣାପଡିଛି । ୩ରୁ ୪ଜଣ ବ୍ୟାକ୍ତି ଉଠାଇ ନେଇଛନ୍ତି । ଯିବା ପରଠୁ ପ୍ରଫୁଲ୍ଲଙ୍କ ମୋବାଇଲ ଅଫ ଅଛି । ରାୟଗଡାର ଏକ ହୋଟେଲରୁ କିଛି ଅଜଣା ବ୍ୟକ୍ତି ଉଠାଇନେଇଥିବା ଚର୍ଚ୍ଚା । ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇଥାନ୍ତେ । ଏନେଇ ତାଙ୍କର ସୂଚନା ମିଳିଛି । ତାଙ୍କୁ ପୋଲିସ ଉଠାଇ ନେଥଇବା ଲୋକେ ଜଣା ପଡିଛି । ହୋଟେଲରେ ଥିବା ବେଳେ ସ୍ଥାନୀୟ ପିସିଆର ଉଠାଇନେଇଥିବା ଜଣାପଡିଛି ।ବର୍ତ୍ତମାନ ପ୍ରଫୁଲ୍ଲ ରାୟଗଡା ପୁଲିସ ମୁଖ୍ୟାଳୟରେ ଅଛନ୍ତି