ନୂଆ ନିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ପୁଣି ୧୨ ହଜାର ଟପିଲା କରୋନା ସଂକ୍ରମଣଙ୍କ ସଂଖ୍ୟା ଏହକୁ ମିଶାଇ ୬୭ ହଜାର ହେଲାଣି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ତଥ୍ୟ ଅନୁସାରେ ଆଜି ସକାଳ ୮ଟା ସୁଦ୍ଧା ୧୨,୧୯୩ ନୂତନ ସଂକ୍ରମଣ ଚିହ୍ନଟ କରାଯାଇଥିବା ବେଳେ ୪୨ଜଣଙ୍କ ଜୀବନ ନେଇଛି କରୋନା । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨,୧୯୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୮୧,୮୭୭ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମଧ୍ୟ ବଢିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା ।୨୪ ଘଣ୍ଟାରେ ୪୮୯ଟି ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣଙ୍କ ସଂଖ୍ୟ ୧୩,୪୧,୨୦୧ ପହଞ୍ଚିଛି ୠତ ୨୪ ଘଣ୍ଟାରେ ୨୦୩ ଜଣ ସ୍ୁସ୍ଥ ହୋଇଥିବା ବେଳେ ୨,୬୯୭ ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।