ପୂର୍ବତନ ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

0

ସୁବର୍ଣ୍ଣପୁର:  ପୂର୍ବତନ ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ପାଳିତହୋଇଯାଇଛି । ସ୍ବର୍ଗତ କୁନ୍ଦୁରୁ କୁଶଳ ସୋନପୁର ମାଟି ପାଣି, ପବନ କୁ ଅତ୍ୟଧୂକ ଭଲପାଉଥିବା ଜଣେ ନିଚ୍ଛକ ମଣିଷ । ସେ ସମସ୍ତ ଙ୍କ ଅତି ପ୍ରିୟଥିଲେ ବୋଲି ଆଜି ସୋନପୁର ତାଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ ପାଳନ କରିଛି । ଜିଲ୍ଲା ଗଠନ , ମହାନଦୀ ବ୍ରିଜ ନିର୍ମାଣ ରେ ତାଙ୍କର ବିଶେଷ ଅବଦାନ ରହିଥିରବାବେଳେ ସେ ଥିଲେ ଜଣେ ଖଟିଖୁଆ, ଅଭାବୀ ମଣିଷ ର ଦରଦି ସମାଜର ନିମ୍ନ ବର୍ଗର ଉପସ୍ଥିତ ବକ୍ତା ମାନେ ମତବ୍ୟକୁ ହୋଇଥିଲା । ସ୍ବର୍ଗତ କୁଶଳ ତାଙ୍କର ସଂପାଦକ ଚୌଧୁରୀ ବିଭାର ଙ୍କ ବିଧାୟକ ଥିବା ସମୟରେ ସୁବର୍ଣ୍ଣପୁର ସ୍ବାଗତ ଅଭିଭାଷଣ ପରେ କୋଶଳ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପରମା ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଏହି ସ୍ମୃତି ସଭାରେ ଅତିଥ୍‌ ଭାବରେ ସୋନପୁର ର ପୂର୍ବତନ ନଗରପାଳ କଇରୁ ସ୍ବାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସଂସ୍କୃତି ଗବେଷକ ଗଦାଧର ବାରିକ, ଲୋକଙ୍କ ସାମଗ୍ରୀକ ବିକାଶ ପାଇଁ ସେ ସଦା ତତ୍ପର ଥିଲେ । ତାଙ୍କରୁ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରଥମେ ଆଜି ସକାଳେ ମହାନଦୀ ବ୍ରୀଜ୍ ଠାରୁ କୁଞ୍ଜ ଛକ ପର୍ଯ୍ୟନ୍ତ ଏକ ଗଣଦୌଡ ପ୍ରଫେସର ନିଳାମ୍ବର ଶତପଥୁ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ସମାଜସେବୀ ଗୋପାଳ ନେଗୀ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ କୁଶଳ ଅନୁଷ୍ଠିତ ହୋଇଥିଲା। ପରେ କୁଞ୍ଜ ଛକ ଠା ଠାରେ ସ୍ବର୍ଗତ କୁଶଳ ଙ୍କ ଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିମୂର୍ତ୍ତୀରେ ଅତିଥ୍‌ ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପରେ ଗଠନରେ କୁନ୍ଦୁରୁ କୁଶଳ ଙ୍କ ଭୂମିକା ଏକ ଶ୍ରଦ୍ଧାଞ୍ଜଳି ସଂପର୍କରେ ସ୍କୁଲ ପିଲାମାନଙ୍କୁ ନେଇ ହୋଇଥିବା ବକ୍ତୃତା ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସାହାରା ଟ୍ରଷ୍ଟ ହାଇସ୍କୁଲ ର ପ୍ରିୟଂକା ପ୍ରଧାନ, ସୁକାନ୍ତି ଇଣ୍ଟରନେସନାଲ ସ୍କୁଲ ର ପ୍ରିତୀଶ ନାୟକ, କୋଶଳ ହାଇସ୍କୁଲ ର ହିତେଶ ରଣା ଓ ସଙ୍ଗୀତ ରେ ସାହାରା ଟ୍ରଷ୍ଟ ହାଇସ୍କୁଲ ର ଅନ୍ବେଷା ବଡ଼ପଣ୍ଡା, କୋଶଳ ହାଇସ୍କୁଲ ର ସୁଚିସ୍ମିତା ମେହେର ଓ ସାହାରା ଟ୍ରଷ୍ଟ ହାଇସ୍କୁଲ ର ସଙ୍ଗୀତା ମହାକୁଡ଼ ଓ ମାରାଥନ୍ ରେସ୍ ରେ ଜୁନେଶ ନନ୍ଦ, ଶରତ ପଧାନ ଓ ସୁନୀଲ ମହାକୁଡ଼, ସେହିପରି ବାଳିକା ବିଭାଗରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଙ୍କୁ ଅତିଥ୍ ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା ।