Browsing Tag

Smruti Ranjan

କ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁ

କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚରେ ବିଜୟ ଲାଭ କଲେ ଦଳ…
Read More...

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ରାଜ୍ୟର ହିତାଧିକାରୀ ମାନଙ୍କୁ ଆଉ ୮ ମାସ ଚାଉଳ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ସମୟରେ ଚଗଏକଇଣରେ ଘୠଝଇ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ…
Read More...

ଘରକୁ ଫେରିବା ବେଳେ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ: ଲୁଟର ଶିକାର ହେଲେ ସୁନା ବ୍ୟବସାୟୀ । ଦୋକାନ ବନ୍ଦ କରି ଘରକୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ହାବୁଡରେ ପଡିଥିଲେ ଏହି ବ୍ୟବସାୟୀ । ଏ ଘଟଣା ହେଉଛି ଭଦ୍ରକ ଜିଲ୍ଲା ଏସପି ଅଫିସରୁ ମାତ୍ର ୧୦୦ ମିଟର ଦୂରରେ । ସୁନା, ରୂପା ଅଳଙ୍କାର ଭର୍ତ୍ତି ଏକ ବ୍ୟାଗ ନେଇ ଘରକୁ ଯାଉଥିବା ବେଳେ…
Read More...

ପୋଲିସ ହାତରୁ ଖସିବାକୁ ଯାଇ ଦୁର୍ଘଟଣାଗସ୍ତ ଗଞ୍ଜେଇ ଗାଡି

କଳାହାଣ୍ଡି: ଗଞ୍ଜେଇ ଚାଲାଣ ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ । ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ଘଟଣା ଘଟିଛି ଗଞ୍ଜେଇ ବେପାରୀଙ୍କ ସହିତ । ପୋଲିସ ହାତରୁ ବଞ୍ଚିବା ଚେଷ୍ଟା ପାଇଁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଗଞ୍ଜେଇ ମାଫିଆ । କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଢୁଲୁ ଘାଟିରେ ଗଞ୍ଜେଇ…
Read More...

ଟ୍ରକ-କାର ଧକ୍କାରେ ୫ ଗୁରୁତର

ଭଦ୍ରକ: ଟ୍ରକକୁ ଓଭରଟେକ କରିବା ପଡିଲା ମହଙ୍ଗା । ଜଣେ ମହିଳା ଓ ଶିଶୁ ସମେତ ୫ ଜଣ ଗୁରୁତର ହୋଇଥିବା ସୂଚନା । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ମଜୁରିଗଢିଆ ଛକ ନିକଟରେ । ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା କାର ଏବଂ ଟ୍ରକ ମଧ୍ୟରେ ହୋଇଛି…
Read More...

ବିରାଟଙ୍କୁ ଅତିକ୍ରମ କଲେ ଗପ୍ତିଲ

ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜିତି ସିରିଜ ହାତେଇଛି ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ସହଜ ବିଜୟ ସହିତ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି ମେନ ଇନ ବ୍ଲୁ । ତେବେ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲାଣ୍ଡ ବରାଜୟର ସାମନା କରିଛି…
Read More...

ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳରେ ଆରମ୍ଭ ହୋଇଛି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଯୋଡି ହୋଇଛି ଅନୁଗୁଳ ଜିଲ୍ଲା । ଅନୁଗୁଳ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।…
Read More...

ମେଡିକାଲରୁ ଶିଶୁ କନ୍ୟା ଚୋରି

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଘଟଣା । ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରୀ ନେଇ ହୋଇଛି ଅଭିଯୋଗ । ଜଣେ ଅଜଣା ମହିଳା ଚିକିତ୍ସାଳୟରୁ ଶିଶୁ ଚୋରି କରିବା ଘଟଣା ସାମନାକୁ ଆସିଛି । ଗତକାଲି ବୀରମହାରାଜପୁର ଷଣ୍ଢା ଗାଁର…
Read More...

ମଦମୁକ୍ତ ଯୁବ ବାହିନୀ ତରଫରୁ ପ୍ରସ୍ତୁତି ବୈଠକ

ସୋନପୁର(ଓମପ୍ରକାଶ ମିଶ୍ର): ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଦ ମୁକ୍ତ ଯୁବ ବାହିନୀ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଆସନ୍ତା ୨୩ ତାରିଖ ଦିନ ଏହି…
Read More...

ସମ୍ବର୍ଦ୍ଧନା ଉତ୍ସବରେ ୪୦ ସଂସ୍କାର ସେବକ ସମ୍ବର୍ଦ୍ଧିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପୁରୀ ଶାଖା ସହଯୋଗିତାରେ ସ୍ଵର୍ଗଦ୍ଵାର ଠାରେ ଆୟୋଜିତ ହୋଇଯାଇଛି ଏକ ସମ୍ବର୍ଦ୍ଧନା ଉତ୍ସବ । ଏହି କାର୍ୟ୍ୟକ୍ରମରେ ୪୦ ଜଣ ସଂସ୍କାର ସେବକ ମାନଙ୍କୁ ପ୍ରଶଂସା ପତ୍ର ସହ ଉପଢ଼ୌକନ ଓ ସଂସ୍କାର ସେବକ…
Read More...