Browsing Tag

Smruti Ranjan

ଦିନିକିଆ ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଦିନିକିଆ ହିଞ୍ଜିଳିକାଟୁ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲ କ୍ରିଷ୍ଣା । ହିଞ୍ଜିଳିରେ ନିର୍ମାଣାଧୀନ ପ୍ରକଳ୍ପ ସମ୍ବନ୍ଧରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ, ଗୋଷ୍ଠୀ…
Read More...

ଚଣ୍ଡିଖୋଲରେ ଚାଷୀଙ୍କ ବିଶାଳ ସମାବେଶ

ଚଣ୍ଡିଖୋଲ: କୃଷି ବିଲ ପ୍ରତ୍ୟାହାରକୁ ନେଇ ଦୀର୍ଘ ଦିନର ପ୍ରତିବାଦରେ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ଚାଷୀମାନଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଛନ୍ତି ପ୍ରଧାନମନ୍ତ୍ରୀ । ଶେଷରେ ନିରୁପାୟ ହୋଇ ୩ଟି କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରରେ…
Read More...

ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ: ଉଡାଇଦେଲେ ରେଳ ଲାଇନ

ରାଉରକେଲା: ଥମୁନି ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ । ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରି ସାରା ରାଜ୍ୟରେ ଖେଳାଉଛନ୍ତି ଆତଙ୍କ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଚକ୍ରଧରପୁର ଅଞ୍ଚଳରେ । ସ୍ଥନୀୟ ସୋନୁଆଁ ରେଳ ଷ୍ଟେସନରେ ବିସ୍ଫୋରଣ କରି ଟ୍ରେନ ଟ୍ରାକକୁ ଛଡାଇ ଦେଇଛନ୍ତି…
Read More...

ବରାହା ଶିକାର ଜାଲରେ ଫସିଗଲେ ୪ ଶିକାରୀ……

ତେଲକୋଇ: ବାରହା ଶିକାର ବେଳେ ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା ଚଢାଉ । ଏହି ଚଢାଉରେ ୨ ଭାଲୁ ଶିକାରୀଙ୍କ ସମେତ ୨ ବାରହା ଶିକାରୀଙ୍କୁ ଜବତ କରିଛି ବନବିଭାଗ । ଏହି ସହ ଏକ ଭାଲୁର ମୃତ ଶରୀର ମଧ୍ୟ ବନବିଭାଗ ଉଦ୍ଧାର କରିଛି । ବୋମା ପକାଇ…
Read More...

ଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀ

ରାଞ୍ଚି: ଆଜି ରାଞ୍ଚିରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଇଦାନକୁ ଫେରିବେ କ୍ୟାପଟେନ କୁଲ ମାହି । ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଦର୍ଶକଙ୍କ ପାଇଁ ସବୁଠୁ ବଡ କଥା ହେଉଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି…
Read More...

ଅନୁଗୋଳ ଯିବେ ମୁଖ୍ୟମନ୍ତ୍ରୀ

ତାଳଚେର: ଶନିବାର ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ । ଶନିବାର ଅନୁଗୋଳରେ ପହଞ୍ଚି BSKY କାର୍ଡ ବାଣ୍ଟିବାର ରହିଛି କାର୍ଯ୍ୟକ୍ରମ । ଜିଲ୍ଲାର ମୋଟ ୨ ଲକ୍ଷ ୭୭ ହଜାର ହିତାଧିକାରୀ ପାଇବେ କାର୍ଡ । ଶନିବାର ଦିନ ୧୧.୩୦ରେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଷ୍ଟେଜରେ…
Read More...

କ୍ରିକେଟରୁ ବିଦାୟ ନେଲେ Mr. 360

ନୂଆଦିଲ୍ଲୀ: ପରବର୍ତ୍ତୀ ଆଇପିଏଲର ସଂସ୍କରଣରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ରିକେଟ ଜଗତକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ମିଷ୍ଟର ୩୬୦ ଆବ୍ରାହମ ବେଞ୍ଜାମିନ ଡିଭିଲିୟର୍ସ ।…
Read More...

୧୬୦ ଫୁଟର ବୋଇତ ଭସାଣରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ସୋର: ବାଲେଶ୍ୱର ଜିଳ୍ଳାରେ ଭାସିଲା ୧୬୦ ଫୁଟର ବୋଇତ । କାର୍ଯ୍ୟକ୍ରମରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଜା ବଜାଇ, ସାଇକେଲରେ ବୁଲି ପାଳିଲେ କାର୍ତ୍ତିକ ପୂର୍ଣ୍ଣମୀ । ନିଆରା ଢଙ୍ଗରେ ପୂର୍ଣ୍ଣମୀ ପାଳନ କରିଛନ୍ତି ବାଲେଶ୍ୱର ସୋର ବାସିନ୍ଦା । ଆଜି ସକାଳେ…
Read More...

ବ୍ରାହ୍ମଣୀ ନଦୀରେ ଛାତ୍ର ନିଖୋଜ

ଭଦ୍ରକ: ଡଙ୍ଗା ଭସାଇବା ବେଳେ ଅଘଟଣ । ଡଙ୍ଗା ଭସାଇ ବୁଡ ଦେବା ବେଳେ ନବମ ଶ୍ରେଣୀର ନିଖୋଜ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କାର୍ତ୍ତିକ ପୁର୍ଣ୍ଣମୀରେ ଡଙ୍ଗା ଭସାଇ ବୁଡଦେବା ପାଇଁ ବ୍ରାହ୍ମଣୀ ନଦୀରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଏହି ସମୟରେ ଭୁବନ ଲତାବିଲ ସାହିର ନବମ ଶ୍ରେଣୀର…
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହିତ ପ୍ରସ୍ତୁତ ହୋଇଛି ରାଞ୍ଚିର ମଇଦାନ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହିତ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଆଜିର ମ୍ୟାଚକୁ ଜିତି ସିରିଜକୁ ହାତେଇବା ପାଇଁ ଲକ୍ଷ୍ୟ…
Read More...