Browsing Tag

Smruti Ranjan

BSKY ଯୋଜନାରେ କନ୍ଧମାଳ ସାମିଲ

ଭୁବନେଶ୍ୱର: ଆଜି BSKY ଯୋଜନାରେ ସାମିଲ ହୋଇଛି କନ୍ଧମାଳ ଜିଲ୍ଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ମୋଟ ୬ ଲକ୍ଷ ୫୦ ହଜାର ଲୋକ ଉପକୃତ ହୋଇ ପାରଛନ୍ତି । କନ୍ଧମାଳ ପାଇଁ…
Read More...

ମଙ୍ଗଳପୁରରେ ଦୁର୍ଘଟଣା, ଜଣେ ମୃତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମଙ୍ଗଳପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୃଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ…
Read More...

ସଜେଇ ହେଉଛି ସୂର୍ଯ୍ୟ ମନ୍ଦିର

ଗୋପ(ଜୟନ୍ତ କୁମାର ସେଠୀ): ବିଶ୍ଵ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକଙ୍କ ପାଇଁ ଆହୁରି ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଇକୋ-ରି-ଟ୍ରିଟ ପାଇଁ ରାମଚଣ୍ଡୀ ମୁହାଣରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ…
Read More...

ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକଙ୍କ ଗଞ୍ଜାମ ବ୍ଲକ ଗସ୍ତ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଧାନ ଏବଂ ପନିପରିବା କ୍ଷତିର ଅନୁଧ୍ୟାନ ପାଇଁ ଆଜି ଗଞ୍ଜାମ ବ୍ଲକରେ ପହଞ୍ଚିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ପ୍ରଥମେ ମଠ ମୁକୁନ୍ଦପୁରରେ ପହଞ୍ଚି ନିର୍ମାଣାଧିନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା…
Read More...

ଜୁଆଆଡ୍ଡାରେ ଉପରେ ଚଢ଼ାଉ, ୭ ଗିରଫ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ ଲୁଚା ଛପା ଚାଲିଛି ଜୁଆ ଖେଳ । ଏମାନଙ୍କୁ ଧରିବା ପାଇଁ ପୋଲିସ ଚଳାଇଛି ଅପରେସନ । ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମର ଏକ ଜୁଆଆଡ୍ଡା ଉପରେ ପୋଲିସ ରେଡ କରିଛି । ଏହି ଚଢାଉରେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ…
Read More...

ପିତାଙ୍କ ଶ୍ରାଦ୍ଧ ଦିବସରେ ପୁଅବୋହୁଙ୍କ ରକ୍ତ ଦାନ

ବରୀ(ସତ୍ୟଜିତ ବାରିକ): ପିତାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ବାଲିଆପାଳ ସନ୍ଥନ ମହାବିଦ୍ୟାଳୟଠାରେ ଏକ ସେ୍ଵଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାସ ଉଦଘାଟନ କରିଥିବା ବେଳେ ଯାଜପୁର ଜିଲ୍ଲା କିନ୍ନର ସଂଘର…
Read More...

ଗ୍ରୁପ ଲିଡର ବୁବୁର ଗାଡି ଜବତ

ଭୁବନେଶ୍ୱର: ରାଜଧାନୀରେ କେବିଏନ ଗ୍ରୁପ ଉପରେ ପୋଲିସର ଚଢାଉ । ଗ୍ରୁପ ଲିଡର ବୁବୁ ଜେନା ଗାଡିକୁ ଉଠାଇ ନେଇଛି ପୋଲିସ । ଘାଟିକିଆ ଅଞ୍ଚଳରେ ଥିବା ବୁବୁ ଜେନାର ଖୋଲା ଜିପକୁ କ୍ରେନ ଯୋଗେ ଉଠାଇନେଇଛି ନୟାପଲ୍ଲୀ ଥାନା ପୋଲିସ । ସର୍ଟ ଭିଡିଓ ବାହାନାରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଏବଂ…
Read More...

ପରିବର୍ତ୍ତନ ଯୋଦ୍ଧା ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ଆଜି ମାଷ୍ଟର କ୍ୟାଣ୍ଟିନ ଏବଂ ରାଜମହଲ ଛକ ମଧ୍ୟରେ ଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଭୁବନେଶ୍ୱରର ସାମାଜିକ ସଂଗଠନ ପରିବର୍ତ୍ତନ ଯୋଦ୍ଧା ଏବଂ ସିଟି କଲେଜର ବୈଷୟିକ ଛାତ୍ରମାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଯୁବ…
Read More...

ମେଡିକାଲରୁ ଫେରିବା ବେଳେ ଦୁର୍ଘଟଣା; ପୁଣି ମେଡିକାଲରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କାର ହେଲା ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪ ଗୁରୁତର ଆହତ ହୋଇଥିବା ମଳିଛି ସୂଚନା । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଝାଡଖଣ୍ଡ ସିଂଭୂମ ଜିଲ୍ଲାର ଗୋଟିଏ ପରିବାର ସମ୍ପର୍କୀୟଙ୍କୁ…
Read More...

କ’ଣ ହେବ ମାହିଙ୍କ IPL କ୍ୟାରିୟର ??

ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ଚମ୍ପିଆନ ଦଳ ଚେନ୍ନାଇ ପାଳନ କରିଛି ବିଜୟ ଉତ୍ସବ । ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ପରେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ଭାବେ ୟୁଏଇରେ ହିଁ ରହିଥିଲେ । ତେଣୁ ଚେନ୍ନାଇ ସୁପର କିଙ୍ଗସ ବିଜୟର ଉତ୍ସବ ପାଳନ କରିବା ପାଇଁ ମାହିଙ୍କୁ ଅପେକ୍ଷା…
Read More...