Browsing Tag

sagar

ନୟାଗଡରୁ ଗଞ୍ଜେଇ ବ୍ୟବସାୟୀ ଗିରଫ

ଗୋପ(ଜୟନ୍ତକୁମାର ସେଠୀ) : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷୀକା ଶ୍ରୀମତୀ ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ- ନିରୀକ୍ଷୀକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ଏକ…
Read More...

ବକ୍ସିବଜାର ଯୁବକ ସଙ୍ଘ ତରଫରୁ କରୋନା ଟୀକାକରଣ କାର୍ୟ୍ୟକ୍ରମ ଆୟୋଜିତ

କଟକ(ଜଗନ୍ନାଥ ମହାନ୍ତି) : କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଟୀକାକରଣ କୁ ପ୍ରାଧାନ୍ୟ ଦିଆ ଯାଉଥିବା ବେଳେ, ଆଜି ତା ୨୦.୯.୨୦୨୧ ରିଖ ସ୍ଥାନୀୟ ବକ୍ସିବଜାର କୁମ୍ଭାର ସାହି ଯୁବକ ସଙ୍ଘ ହଲ ଠାରେ ବକ୍ସିବଜାର ଯୁବକ ସଙ୍ଘ ଆନୁକୂଲ୍ୟରେ ଯୁବ ନେତା ସୟଦ ସାହାନୱାଜ ଅଲ୍ଲୀ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିରୋଧରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନବରଙ୍ଗପୁର(ଟୁକୁନା ଖୁରା) : ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିରୋଧରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଡାକ୍ତରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିରୋଧରେ ଅଭିଯୋଗ କରି କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେନ୍ତୁଳିଖୁଣ୍ଟି…
Read More...

୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ

ଗୋପ(ଜୟନ୍ତ କୁମାର ସେଠୀ)  ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି। ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ଏହି କାର୍ୟ୍ୟରେ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ…
Read More...

ନେସ୍କୋର ଏସଡିଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର : ଭିଜିଲାନ୍ସ ଆଜି ଆୟ ଅଭିଯୋଗରେ ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନରେ ଚଢାଉ ଚାଲିଥିବାର ଖବର ମିଳିଛି। ଆଜି ସକାଳେ ଭିଜିଲାନ୍ସର ଚାରିଟି ଟିମ୍ ଏକକାଳୀନ ମହେଶ୍ୱରଙ୍କ କେନ୍ଦୁଝର ସ୍ଥିତ ବାସଭବନ, କାର୍ୟ୍ୟାଳୟ, ଘଟଗାଁ ଓ ତାଙ୍କର…
Read More...

ଇ-ଶ୍ରମ ପୋର୍ଟାଲ ପଞ୍ଜୀକରଣରେ ଓଡିଶା ଦ୍ୱିତୀୟ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ରଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ୨୬ରୁ ଆରମ୍ଭ କରାଯାଇଥିବା ଇଶ୍ରମ ପୋର୍ଟାଲକୁ ଉତ୍ସାହଜନକ ସମର୍ଥନ ମିଳିଛି । ଉକ୍ତ ପୋର୍ଟଲରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ…
Read More...

ଉପନିର୍ବାଚନ ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଆଗାମୀ ପିପିଲି ଉପ ନିର୍ବାଚନକୁ ଆଖି ଆଗରେ ରଖି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଡିଜି ପୁଲିସ, ଆଇଜି ପୁଲିସ, ସେଣ୍ଟ୍ରାଲ ରେଞ୍ଜ, ନୋଡାଲ ଅଫିସରଙ୍କ ସହିତ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଇନ ଓ ସୁରକ୍ଷା ବ୍ୟବସ୍ଥା ଉପରେ…
Read More...

୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକିଛି ଦିନ ଧରି ଲଗାତାର ଭାବେ ବର୍ଷା ହୋଇଚାଲିଛି । ଆସନ୍ତା ୨୫ ବେଳକୁ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳ ଛୁଇଁବା ନେଇ ଆଞ୍ଚଳିକ…
Read More...

ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱରେ(ରିପପୋର୍ଟସ ଟୁଡେ) ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ ହାତ କାଟି ଦେଇଛନ୍ତି । ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମ୍ୟାଟ୍ରିକ୍ ନମ୍ବର ଆଧାରରେ ଯୁକ୍ତ ଦୁଇର ମୂଲ୍ୟାୟନ କରିବା ଦାବିରେ ଛାତ୍ରୀ ଜଣଙ୍କ ହାତ କାଟି ଦେଇଥିବା ଜଣାପଡ଼ିଛି। ମୂଲ୍ୟାୟନରେ…
Read More...

ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭଦ୍ରକ (ରିପୋର୍ଟସ ଟୁଡେ)  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ରଙ୍କ ବିୟୋଗରେ ବୈକୁଣ୍ଠ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ଭଣ୍ଡାରିପୋଖରୀ ଅଞ୍ଚଳର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ବୈକୁଣ୍ଠ ମହାପାତ୍ର(୯୯)ଙ୍କର ହୃଦଘାତରେ ପରଲୋକ…
Read More...