ରାସ୍ତା ନିର୍ମାଣ ପାଇଁ ଧାରଣା ରେ ଗ୍ରାମବାସୀ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
କଳାହାଣ୍ଡି(ଗୋଲାପ ସାହୁ) : ରାସ୍ତା ସମସ୍ୟା ଯୋଗୁ ଧାରଣାରେ ବସିଲେ ଗ୍ରାମବାସୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଚାଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଟିଗୁଡା ଗ୍ରାମର ଶତାଧିକ ଗ୍ରାମବାସୀ ସୋମବାର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ସରକାର ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା…
Read More...
Read More...