Browsing Tag

ratha yatra

ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି, ତିନି ରଥ ନେବ ଦକ୍ଷିଣ ମୋଡ଼

ପୁରୀ: ଶ୍ରୀମନ୍ଦିରକୁ ଫେରିବେ ମହାବାହୁ । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ହେରାପଞ୍ଚମୀ ନୀତି ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । କିଛି ସମୟ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥର ହେବ ଦକ୍ଷିଣ…
Read More...

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିର ଉତ୍ସବକୁ ହେରା ପଞ୍ଚମୀ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେବ ହେରା ପଞ୍ଚମୀ ନୀତି । ଏହି ଦିବସରେ ଶ୍ରୀଜଗନ୍ନାଥଙ୍କୁ ଏକାନ୍ତ ଦର୍ଶନ କରନ୍ତି ମା’ ଲକ୍ଷ୍ମୀ । ସେବକମାନେ…
Read More...

ଜନ୍ମବେଦୀରେ ଦାରୁବ୍ରହ୍ମ: ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ଦାରୁବ୍ରହ୍ମ । ଆଡପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଭିଡ ଲଗାଇଛନ୍ତି  । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବାରୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ…
Read More...

ପୁରୀ ଯାଉଥିଲେ ଜାଣିରଖନ୍ତୁ ଏହି କଥା, ଟ୍ରାଫିକ୍ ପୋଲିସର ନିର୍ଦ୍ଦେଶ

ପୁରୀ: ପୁରୀ ଶରଧାବାଲିରେ ଦଳାଚକଟା ଓ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସପି ଭିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଛି । ତାଙ୍କ ବଦଳରେ ଚଞ୍ଚଳ ରଣାଙ୍କୁ ନୂଆ ଜିଲ୍ଲାପାଳ ଓ ପିନାକ ମିଶ୍ରଙ୍କୁ ପୁରୀର ନୂଆ ଏସପି…
Read More...

ଶରଧାବାଲି ଅଘଟଣ, ଦୁଃଖ ପ୍ରକାଶ କଲେ କଂଗ୍ରସେ ନେତା ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପୁରୀ ଶରଧାବାଲିରେ ହୋଇଥିବା ଅଘଟଣ ନେଇ ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା  । ମୃତକ ଓ ଆହତଙ୍କୁ ସମବେଦନା ଜଣେଇବା ସହ ତେଜିଛି ରାଜନୀତି  । ଶାସକ ବିଜେପିର ପାରିବା ପଣିଆ ଉପରେ ଆଙ୍ଗୁଳି ଉଠାଇଲେଣି ବିରୋଧି ଦଳ  । ସେପଟେ ଉକ୍ତ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି…
Read More...

ରଥଯାତ୍ରା ଅଘଟଣ, ବଦଳିଲେ ପୁରୀ ଜିଲ୍ଲାପାଳ, ଏସପି

ପୁରୀ: ରଥଯାତ୍ରା ଅଘଟଣରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ   । ଘଟଣାର କେଇଟା ଘଣ୍ଟାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ବଦଳିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି  । ପୁଣି ପୁରୀକୁ ଫେରିଲେ ପିନାକ ମିଶ୍ର  । ପିନାକ ମିଶ୍ର ହେଲେ ପୁରୀ ଏସପି  । ସେହିପରି…
Read More...

ଶରଧାବାଲି ଅଘଟଣ: ଦୋଷ କାହାର, ତେଜିଲା ରାଜନୀତି

ପୁରୀ: ସକାଳୁ ସକାଳୁ ଶରଧାବାଲିରେ ଘଟିଛି ବଡ ଅଘଟଣ  । ମହାପ୍ରଭୁଙ୍କ ଦର୍ଶନ ବେଳେ ଉପୁଜିଛି ଦଳାଚକଟା ପରିସ୍ଥିତି  । ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି  । ତେବେ ରଥଯାତ୍ରାରେ ଏପରି ବିଶୃଙ୍ଖଳା ସ୍ଥିତି ପାଇଁ ପରସ୍ପର ଉପରକୁ ଦୋଷ ଲଦାଲଦି…
Read More...

ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥାରୂଢ ତିନି ଠାକୁର, କାଲି ଆଡ଼ପ ମଣ୍ଡପ ବିଜେ

ପୁରୀ: ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ବନିଅନ୍ତା । ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ଗତକାଲି ବଡଦାଣ୍ଡରେ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା ଭକ୍ତ

ବାରିପଦା: ବାରିପଦାରେ ଆଜି ଗଡ଼ିବ ରଥ । ପୁରୀ ରଥଯାତ୍ରା ପରଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା । ପରମ୍ପରା ଅନୁଯାୟୀ…
Read More...

ପୁଣି ଗଡିଲା ରଥ, ପ୍ରଥମେ ବାହାରିଲେ ବଡ ଠାକୁର

ପୁରୀ: ପୁଣି ଗଡିଲା ଶ୍ରୀଜିଉଙ୍କ ରଥ । ଗତକାଲି ଅଧାରେ ଅଟକି ରହିଥିଲା ମହାପ୍ରଭୁଙ୍କ ରଥ । ତେଣୁ ଆଜି ସକାଳୁ ସକାଳୁ ପୁଣି ଥରେ ଶ୍ରୀଜିଉଙ୍କ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ଗଡ଼ିଛି ବଡ ଠାକୁରଙ୍କ ତାଳଧ୍ୱଜ ରଥ । ଏହାପରେ ସେବୀ ସୁଭଦ୍ରାଙ୍କର ଦେବଦଳନ ଏବଂ ଶେଷରେ କଳା ଠାକୁରଙ୍କ ନନ୍ଦିଘୋଷ…
Read More...