ମୁସଲମାନ ପରିବାରରେ ଜନ୍ମିତ ପ୍ରଭୁ ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ ‘ସାଲବେଗ’
ପୁରୀ: ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳନ..ଆହେ ନୀଳ ଶଇଳ...
ଜାଣନ୍ତି କି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏଇ ଜଣାଣର ରଚୟିତା କିଏ? ହୁଏତ କେହି କେହି ଜାଣିଥିବେ ଯେ ଏହି ଜଣାଣର ରଚୟିତା ଜଣେ ହିନ୍ଦୁ ନୁହଁନ୍ତି ବରଂ ଜଣେ ମୁସଲମାନ । ସେ ବି ପୁଣି…
Read More...
Read More...