Browsing Tag

ratha yatra

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡା଼ ଯାତ୍ରା ସମ୍ପୂର୍ଣ୍ଣ

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରୀହରିଵଳଦେବ ଜୀଉ ଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ତିନି ଠାକୁର ଶ୍ରୀ ମନ୍ଦିର ନିକଟରେ ପହଁଚିଲେ। ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ  ରଥ ଶ୍ରୀମନ୍ଦିର ନିକଟରେ ରଥଖଳାରେ ପହଁଚି ଅଟକି ରହିଥିଲା ବେଳେ ଦେଵୀ ସୁଭଦ୍ରାଙ୍କ…
Read More...

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ରଥ ଉପରେ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼ିବା ପରେ ଠାକୁରଙ୍କ ସୁନାବେଶ ନୀତି…
Read More...

ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ, ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ…

ପୁରୀ: ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ । ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଗତ ଦିନର ତ୍ରୁଟି ଚିହ୍ନଟ ସହ କ’ଣ ପଦକ୍ଷେପ ନିଆଯିବ ରିପୋର୍ଟ ନିର୍ଦ୍ଦେଶ । ପ୍ରତି ମାସରେ ସମୀକ୍ଷା ହେବ ରଥଯାତ୍ରା ପ୍ରସ୍ତୁତି- ମୁଖ୍ୟ ଶାସନ…
Read More...

ସନାତନ ଧର୍ମ ନାଁରେ ଯାହା ସେମାନେ ପ୍ରଚାର କହୁଛନ୍ତି, ବାସ୍ତବରେ ତାହା ଅପପ୍ରଚାର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍‌ । ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି । ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର…
Read More...

ମହଙ୍ଗା ପଡିଲା ରଥ ଉପରକୁ ମୋବାଇଲ ନେବା, ୭ ଗିରଫ

ପୁରୀ: ସେବାୟତଙ୍କୁ ମହଙ୍ଗା ପଡ଼ିଲା ରଥ ଉପରକୁ ମୋବାଇଲ୍ ନେବା। ରଥ ଉପରକୁ ମୋବାଇଲ୍‌ ନେଇଥିବା ୭ ସେବାୟତଙ୍କ ନାଁରେ ମାମଲା ରୁଜୁ । ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ ଏତଲା ଦିଆଯାଇଛି । ତେବେ ସେବାୟତଙ୍କ ନାଁରେ FIR ହୋଇଥିବା ନେଇ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।…
Read More...

ମହଣ ମହଣ ସୁନାରେ ଝଲସିବେ ମହାପ୍ରଭୁ, କାହା ପାଖରେ ଲାଗିବ କେଉଁ ଅଳଙ୍କାର

ପୁରୀ: ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ ହୁଏ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ । ସୁନାବେଶକୁ ରାଜବେଶ, ରାଜରାଜେଶ୍ବର, ରାଜାଧିରାଜ ବା ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ…
Read More...

ରାତି ପାହିଲେ ବାହୁଡିବେ ମହାପ୍ରଭୁ, ମାଉସୀ ମା’ ଘରେ ବାସିଲାଣି ପୋଡ ପିଠାର ମହକ

ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ…
Read More...

ଏକଦା ବଡ ଦାଣ୍ଡରେ ବୋହୁଥିଲା ମାଳିନୀ ନଦୀ, ଡଙ୍ଗାରେ ହେଉଥିଲା ରଥଯାତ୍ରା

ପୁରୀ: ଜଗନ୍ନାଥ… ବଡ ଧାମ, ବଡ ଠାକୁର, ବଡ ମନ୍ଦିର, ବଡ ଯାତ୍ରା । ଯେଉଁ ଭଗବାନଙ୍କର ସବୁ କିଛି ବଡ ସେ ଭଗବାନଙ୍କ ଇତିହାସ ବି ସବୁଠୁ ବଡ । ଇତିହାସ ପୃଷ୍ଠା ଓଲଟାଇଲେ ବଡ ଠାକୁରଙ୍କ ଅନେକ ବଡ ବଡ ରହସ୍ୟ ଜାଣିବାକୁ ମିଳେ । ଆଉ ସେହି ବଡ ରହସ୍ୟ ଭିତରେ ପସିଲେ ସତେ ଲାଗେ ଯେମିତି ଆମେ ଭଗବାନଙ୍କ…
Read More...

ଆଜି ନବମୀ ସଂନ୍ଧ୍ୟା ଦର୍ଶନ, ସଂନ୍ଧ୍ୟା ୬ଟାରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ସରି ଆସିଲାଣି ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳଖେଳା । ଆଜି ନବମୀର ସନ୍ଧ୍ୟା ଦର୍ଶନରେ ଜନ୍ମବେଦୀରେ ବର୍ଷର ଶେଷ ଦର୍ଶନ ଦେବେ ଶ୍ରୀଜୀଉ । ହେରାପଞ୍ଚମୀ ନୀତି ପରେ ଗତ ବୁଧବାର ଦିନ ଦକ୍ଷୀଣମୋଡ଼ ନେଇଥିଲେ ଦେବଦଳନ ଓ ତାଳଧ୍ଵଜ। ଏହାପରେ ଗତକାଲି ନନ୍ଦିଘୋଷ ଦକ୍ଷୀଣମୋଡ ନେଇ ନାକଚଣା ଦ୍ୱାର…
Read More...

ବାହୁଡା ପ୍ରସ୍ତୁତି: ଦକ୍ଷିଣମୋଡ ହେଲା ନନ୍ଦିଘୋଷ ରଥ

ପୁରୀ: ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି। ଆରମ୍ଭ ହୋଇଛି ୩ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା। ଗତକାଲି ପ୍ରଥମେ ରଥରେ ବ୍ରେକ ଓ ଦଉଡି ସଂଯୋଗ କରାଯାଇ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ପରେ ତାଳଧ୍ବଜ ଟଣାଯାଇ ନାକଚଣା ଦ୍ବାର ନିକଟକୁ ଅଣାଯାଇଛି। ତେବେ ରାତି ଓ ବର୍ଷା ହୋଇଯିବାରୁ…
Read More...