ପୋଖରିଆ ଗ୍ରାମରେ ଧୂମଧାମରେ ପାଳିତ ହେଲା ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା
ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ପବିତ୍ର ରାମନବମୀ ପୂଜା । ଏହି ପବିତ୍ର ରାମନବମୀ ଦିବସରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଝରାଡିହି ଅଂଚଳର ପୋଖରୀଆ ଗ୍ରାମରେ ବହୁ ପ୍ରସିଦ୍ଧ ବନଦୁର୍ଗା ଜାହିରାପୀଠରେ ମା'ଙ୍କ ପୂଜାର୍ଚ୍ଚନା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ପୋଖରୀଆ ଗ୍ରାମରେ ଵନଦୁର୍ଗା…
Read More...
Read More...