Browsing Tag

rairangpur

ଭାଗ୍ୟରଥୀ ମହାନ୍ତି ହେଲେ ରାଇରଙ୍ଗପୁରର ନୂତନ ଗୋଷ୍ଠୀ ଶିକ୍ଷାଧୀକାରୀ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାଵେ ଭାଗ୍ୟରଥୀ ମହାନ୍ତି ବିଇଓ କାର୍ୟ୍ୟାଳୟରେ ଯୋଗଦାନ କରିଛନ୍ତି । ଭାରାପ୍ରାପ୍ତ ବିଇଓ ସଦାନନ୍ଦ ମହାନ୍ତ, ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ, ଏବିଇଓ ନମିତା ସେଠୀ, ଵିଆରସିସି, ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ…
Read More...

ୱାରାଂଚିତି ଲିପି ପ୍ରଣେତା ଲାକୋ ବଦ୍ରାଙ୍କ ପୁଣ୍ୟ ତିଥି ପାଳିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ହୋ ଭାସାର ନିଜସ୍ୱ ଲିପି ୱାରାଂଚିତି ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କ ୩୭ ତମ ପୁଣ୍ୟତିଥି ରାଇରଙ୍ଗପୁରସ୍ଥିତ ହୋ ସମାଜ ସିଦାହରା ସୁସାର ପରିସରରେ ପାଳିତ ହୋଇଯାଇଛି । ସୁସାର ଆକାଳାର ବାମନଘାଟି ଉପଖଣ୍ଡର ସଭାପତି ପଦ୍ମଚରଣ ବାନରାଙ୍କ ସଭାପତିତ୍ୱରେ ଏକ…
Read More...

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ

ରାଇରଙ୍ଗପୁର : ବିଦ୍ୟୁତ ଗ୍ରାହକ ମାନଙ୍କ ସେବା ପାଇଁ ଅହରହ କାର୍ଯ୍ୟ କରୁଥିବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ କମ୍ପାନୀ ଦ୍ଵାରା ଶୋଷଣର ଶିକାର ହେଉଛି। ଟାଟା ପାୱାର କମ୍ପାନୀ ପକ୍ଷରୁ ଉକ୍ତ କର୍ମଚାରୀ ମାନଙ୍କୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ନେସ୍କୋ ପାଓ୍ବାର…
Read More...

ରାଇରଙ୍ଗପୁରରେ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ  : ରାଜ୍ୟ ସ୍ତରୀୟ କନିଷ୍ଠ  ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ ପେ ବୃଦ୍ଧି ଦାଵିରେ ଜୁନ ପହିଲାରୁ ଅମଲା ମାନେ ସମୂହ ଛୁଟିର ଆଜି ଦ୍ୱିତୀୟ ଦିବସ। ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସମସ୍ତ ଅମଲା ମାନେ ସମୂହ ଛୁଟିରେ ଅଛନ୍ତି । ସେମାନେ କାମ…
Read More...

ରାଇରଙ୍ଗପୁର ରଥ ଯାତ୍ରା ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର:ଚଳିତ ବର୍ଷ ରାଇରଙ୍ଗପୁର ରଥ ଯାତ୍ରା କାର୍ୟ୍ୟକ୍ରମ କୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଉପଖଣ୍ଡ ପ୍ରଶାସନ ତତ୍ତ୍ୱକ୍ଷବଧାନ ରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ରଥ ଯାତ୍ରା ସମନ୍ୱୟ କମିଟି ର ଏକ ବୈଠକ…
Read More...

ରାୟହରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର : ଦିନକୁ ଦିନ ଆତ୍ମହତ୍ୟା ଭଳି ଜଘନ୍ୟ ମହାପାପ କର୍ମ ଯୁବ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଛି । ଯାହାକୁ ନେଇ ସାମାଜିକ କର୍ମୀ, ସ୍ବେଛାସେବୀ ଓ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ଅହେତୁକ ଦରଦାମ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପାରିବାରିକ ହିଂସା,ଅଭାବ ଅନାଟନ,…
Read More...

ଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତର

ମୟୂରଭଞ୍ଜ: ମୟୂରଭଞ୍ଜଜିଲ୍ଲାର ବିଶୋଇ ଥାନା ଅଧୀନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ କୁରୁକୁଟିଆ ଛକ ଅନତି ଦୂରରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଲୁହା ବାଡାରେ ବାଡ଼େଇ ହୋଇ ରାସ୍ତାରେ ଛିଟିକି କଚାଡି ହୋଇ ପଡ଼ିଥିଲେ ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ…
Read More...

ବ୍ରାହ୍ମଣଙ୍କ ସମସ୍ୟା ଉପରେ ବାମନଘାଟୀ ଶାଖାର ବୈଠକ

ରାଇରଙ୍ଗପୁର: ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା ଆନୁକୁଲ୍ୟରେ ଏକ ବୈଠକ ସଭାପତି ପ୍ରଭାସ କବିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ମାର୍ଚ୍ଚ ମାସ ୩,୪,୫ ଏବଂ ୬ ତାରିଖ ଦିନ ଧରି କୁଚେଇବୁଢି ଗ୍ରାମ ପୂର୍ଣେଶ୍ବର…
Read More...

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ; ଦେଶୀ ମଦ ଜବତ ସହ ୩ ଜଣଙ୍କ ନାମରେ ମାମଲା ରୁଜୁ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ଦିନକୁ ଦିନ ରାଇରଙ୍ଗପୁର ସହର ସମେତ ବାମନଘାଟୀ ଉପଖଣ୍ଡର ବିଭିନ୍ନ କୋଣ ଅନୁକୋଣରେ , ଗାଁ, ଛକରେ ଖୁଲମ ଖୁଲା ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯାହାକୁ ନେଇ ଗ୍ରାମର ବୁଦ୍ଧିଜିବୀ, ମହିଳା, ବୁଢ଼ାବୁଢ଼ୀ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ଯୁବ…
Read More...

ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନ

ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ "ପିଲଚୁ ଗାଣା ଅଲ ଇତୁନ ଆଶ୍ଳା" ନାମରେ ଏକ ଅଲଚିକି ସାନ୍ତାଳୀ ଶିକ୍ଷାନୁଷ୍ଠାନ ଆସେକା ସହଯୋଗରେ ପ୍ରତିଷ୍ଠିତ ହୋଇଯାଇଛି।ସାନ୍ତାଳୀ ଭାଷା ଅଲଚିକି ଲିପି ରେ ସାନ୍ତାଳୀ ଭାଷାଭାଷି…
Read More...