ଏସଡିଜିଏମଙ୍କ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର(ସତ୍ୟ ନାରାୟଣ ପାଲ )ଗତ ଜୁନ ୩୦ ତାରିଖ ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟର ଏସଡିଜିଏମ ସ୍ମରଣିକା ପ୍ରଧାନଙ୍କ ପୁରୀ ରଥଯାତ୍ରା ଦର୍ଶନ ପାଇଁ ନିଜ ସ୍ବାମୀଙ୍କ ସହ କାରରେ ଯାଉଥିବା ସମୟରେ ଜାତୀୟ ରାଜପଥ ୪୯ ନମ୍ବର ଯଶିପୁରର ଚାଇଁନେବଦା ଗ୍ରାମ ପାଖରେ ମର୍ମନ୍ତୁଦ…
Read More...
Read More...