Browsing Tag

rairangpur

ପାର୍ବଣ ଋତୁ ଆଗମନକୁ ଦୃଷ୍ଟିରେ ରଖି ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର/ ସତ୍ୟନାରାୟଣ ପଲ : ପାର୍ବଣ ଋତୁ ଆଗମନକୁ ଦୃଷ୍ଟିରେ ରଖି ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। ବାମନଘାଟି ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଉପଖଣ୍ଡରେ ଅନୁଷ୍ଠିତ ହେବାକୁ…
Read More...

ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମରେ ୨୦୨୨/୨୩ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ ୨୦୨୨/୨୩ ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୮/୨୯ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଧାରଣ ଯୁବଵର୍ଗରେ ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ବିଜାତଳା ବ୍ଲକର ହେମ୍ବ୍ରମ…
Read More...

ଡିବିରି ନିଆଁରେ ପୋଡ଼ି ବୃଦ୍ଧା ମୃତ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ ):ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଗ୍ରାମର ଲାଖାଇ ସୋରେନ(୭୦) ସୋମବାର ସଂଧ୍ୟାରେ  ଶୋଇଥିବା ସମୟରେ ଡିବିରି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ରାତି ୧୦…
Read More...

ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର, ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ପୋଲ ଭାଙ୍ଗି ନଦୀରେ ଦୁଇ ଯୁବକ ନିଖୋଜ ଘଟଣା  । ଜଣଙ୍କୁ ଗାଁ ଲୋକେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ଗର୍ଭରେ ଲୀନ ହୋଇଯାଇଥିଲେ। ତେବେ ନଦୀରେ ଲୀନ ହୋଇଥିବା ବ୍ୟକ୍ତିଙ୍କ ମୃତ ଶରୀରକୁ ଠାବ କରାଯାଇଛି । ତେବେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ମଣଦା…
Read More...

ଲଗାଣ ବର୍ଷାରେ ନେଲା ଜୀବନ: ୫ଜଣଙ୍କ ମୃତ୍ୟୁ .୪ଗୁରୁତର

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ସାରା ରାଜ୍ୟରେ ପ୍ରବଳ ବର୍ଷା । ଏହି ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁୂଖୀନ ହେଉଛନ୍ତି ଲୋକେ । ଏବେବି କେତେକ ସ୍ଥାନ ଜଳମଗ୍ନ । ଫଳରେ ମାଟିକାନ୍ଥ ଥିବା ଲୋକଙ୍କ ଘର ଦୁର୍ବଳ ହେବାରେ ଲାଗିଛି । ଯେଉଁଥିପାଇଁ ଅଘଟଣ ଘଟୁଥିବା ନଜିର ରହିଛି ।…
Read More...

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

ରାଇରଙ୍ଗପୁର: ସାନ୍ତାଳୀ ସମାଜର ଅନ୍ୟତମ ଅଗ୍ରଣୀ ସାମାଜିକ ସଂଗଠନ 'ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ ଏବଂ ସାନ୍ତାଳୀ ଜୋର୍ଣାଲିଷ୍ଟ ଫୋରମ୍ ଆନୁକୁଲ୍ୟରେ ରାଇରଙ୍ଗପୁର ଷ୍ଟେସନ ରୋଡରେ ଏକ ହୋଟେଲର ସମ୍ମିଳନୀ କକ୍ଷରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଏକ…
Read More...

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ

ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ ଦେଖାଦେଇଛି ।ଏହାଛଡା ରାଇରଙ୍ଗପୁର ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡିଛି । ଅଞ୍ଚଳରେ ଭୋଜି ଭାତର ଆସର ସହିତ ମିଠା ବଣ୍ଟାଯାଉଛି । ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ…
Read More...

ଗ୍ରାମରେ ହାତୀ ଉପଦ୍ରବ, ଭାଙ୍ଗିଲେ ୨ଘର

ରାଇରଙ୍ଗପୁର / ସତ୍ୟନାରାୟଣ ପଲ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ରଘୁପୁର ପଞ୍ଚାୟତର ନୟାବସନ୍ତପୁର,ଡୁମ୍‌କା ସାହି ଗ୍ରାମରେ ବିଳମ୍ବିତ ରାତିରେ ଦୁଇଟି ଗୋଠଛଡ଼ା ହାତୀ ପ୍ରବେଶ କରି ଦୁଇଟି ଚାଳ ଘର ଭାଙ୍ଗି ଦେଛନ୍ତି । ସୂଚନା ମୁତାବକ ବେତନଟୀ ରେଞ ଅଞ୍ଚଳରେ ଥିବା କ୍ଷୀରପଦା ବଡାମ…
Read More...

ଟ୍ରକ ଧକ୍କାରେ ବୋଲେର ଚୁରମାର ୪ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟି ୪୯ ନମ୍ୱର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ଆଠଟା ପାଖାପାଖି ଏକ ଟ୍ରକ ଧକ୍କାରେ ବୋଲେରୋଟି ସଂପୂର୍ଣ୍ଣ ନଷ୍ଟ ହେଇଯାଇଥିବାବେଳେ ଗାଡ଼ିରେ ଡ଼୍ରାଇଭର ସହିତ ପାଞ୍ଚ ଜଣ ଥିଲେ। ଦୁର୍ଘଟଣାରେ ବୋଲେରୋ ଗାଡ଼ିରେ ପାଞ୍ଚ…
Read More...

ଯୁବତୀଙ୍କ ମୃତ୍ୟୁ ଦେହ ଠାବ

ରାଇରଙ୍ଗପୁର/ସତ୍ୟନାରାୟଣ ପଲ : ମୟୁରଭଞ୍ଜ ଜିଲ୍ଲାର ତିରୀଙ୍ଗ ଥାନା ଅନ୍ତର୍ଗତ ଦେଓଗାମ ଗାଁର ଜଣେ ଯୁବତୀଙ୍କ ମୃତ ଦେହ ଠାବ । ତେବେ ଦୁଷ୍କର୍ମ ପରେ ହତ୍ୟା କରିଥିବାର ସନ୍ଦେହ କରୁଛି ପୋଲିସ। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ତୀରୀଙ୍ଗ ଥାନା ଅନ୍ତର୍ଗତ ଦେଓଗାମ ଗ୍ରାମର ଗଙ୍ଗାଧର…
Read More...