Browsing Tag

Puri

ରଥଯାତ୍ରା ଅଘଟଣ, ବଦଳିଲେ ପୁରୀ ଜିଲ୍ଲାପାଳ, ଏସପି

ପୁରୀ: ରଥଯାତ୍ରା ଅଘଟଣରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ   । ଘଟଣାର କେଇଟା ଘଣ୍ଟାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ବଦଳିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି  । ପୁଣି ପୁରୀକୁ ଫେରିଲେ ପିନାକ ମିଶ୍ର  । ପିନାକ ମିଶ୍ର ହେଲେ ପୁରୀ ଏସପି  । ସେହିପରି…
Read More...

ଶରଧାବାଲି ଅଘଟଣ: ଦୋଷ କାହାର, ତେଜିଲା ରାଜନୀତି

ପୁରୀ: ସକାଳୁ ସକାଳୁ ଶରଧାବାଲିରେ ଘଟିଛି ବଡ ଅଘଟଣ  । ମହାପ୍ରଭୁଙ୍କ ଦର୍ଶନ ବେଳେ ଉପୁଜିଛି ଦଳାଚକଟା ପରିସ୍ଥିତି  । ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି  । ତେବେ ରଥଯାତ୍ରାରେ ଏପରି ବିଶୃଙ୍ଖଳା ସ୍ଥିତି ପାଇଁ ପରସ୍ପର ଉପରକୁ ଦୋଷ ଲଦାଲଦି…
Read More...

ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ

ପୁରୀ: ସକାଳୁ ସକାଳୁ ବଡ ଅଘଟଣ  । ଶରଧାବାଲିରେ ଘଟିଛି ଏହି ଅଘଟଣ  । ଶରଧାବାଲିରେ ଠେଲାପେଲା ଭଳି ସ୍ଥିତି ଉପୁଜିଥିବାରୁ ୩ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି  । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି  । ଆଜି ଭୋରରୁ ଘଟିଛି ଅଘଟଣ  । ଭୋର ପ୍ରାୟ ୪ଟା ୨୦ରେ…
Read More...

ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥାରୂଢ ତିନି ଠାକୁର, କାଲି ଆଡ଼ପ ମଣ୍ଡପ ବିଜେ

ପୁରୀ: ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ବନିଅନ୍ତା । ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ଗତକାଲି ବଡଦାଣ୍ଡରେ…
Read More...

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଅବସ୍ଥା

ପୁରୀ-: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଅବସ୍ଥା । ଠେଲାପେଲାରେ ଭକ୍ତ ହେଲେ ଆହତ, ଭିଡରେ ଫସିଲ ଆମ୍ବୁଲାନ୍ସ ଏବଂ  ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ମହିଳା ନିଖୋଜ ଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଗତକାଲି ଅପରାହ୍ନରେ ରଥଟଣା ହେବା ସମୟରେ ଠେଲାପେଲା ରେ ୭୦ଜଣ ଭକ୍ତ…
Read More...

ପୁଣି ଗଡିଲା ରଥ, ପ୍ରଥମେ ବାହାରିଲେ ବଡ ଠାକୁର

ପୁରୀ: ପୁଣି ଗଡିଲା ଶ୍ରୀଜିଉଙ୍କ ରଥ । ଗତକାଲି ଅଧାରେ ଅଟକି ରହିଥିଲା ମହାପ୍ରଭୁଙ୍କ ରଥ । ତେଣୁ ଆଜି ସକାଳୁ ସକାଳୁ ପୁଣି ଥରେ ଶ୍ରୀଜିଉଙ୍କ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ଗଡ଼ିଛି ବଡ ଠାକୁରଙ୍କ ତାଳଧ୍ୱଜ ରଥ । ଏହାପରେ ସେବୀ ସୁଭଦ୍ରାଙ୍କର ଦେବଦଳନ ଏବଂ ଶେଷରେ କଳା ଠାକୁରଙ୍କ ନନ୍ଦିଘୋଷ…
Read More...

କାହିଁକି ରଥଯାତ୍ରାକୁ କୁହାଯାଏ ଦଶାବତାର ଯାତ୍ରା, କଣ କୁହେ ପୁରାଣ

ଭୁବନେଶ୍ୱର: ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ ଶ୍ରୀ ରଥଯାତ୍ରା । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର…
Read More...

ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିକୁ ନେଇ ରହିଛି ଅନନ୍ୟ କଥା, ଜାଣନ୍ତୁ…

ପୁରୀ: ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ୟ୍ୟନ୍ତ ନବଦିନବ୍ୟାପି ଏହି ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ। ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥା ଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା…
Read More...

ରଥଯାତ୍ରାର ଅନନ୍ୟ କଥା, ଜାଣନ୍ତୁ କିଏ କରିଥିଲେ ଆରମ୍ଭ ……

ପୁରୀ: ''ନୀଳାଚଳ ନୀବାସାୟ ନିତ୍ୟାୟ ପରମାତ୍ମନେ, ବଳଭଦ୍ର ଶୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ” । ଆଜି ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି । ନୀଳକନ୍ଦରରୁ ବାହାରି ବଡଦାଣ୍ଡକୁ ଓହ୍ଲାଇ…
Read More...

ରଥଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ’, ଜାଣନ୍ତୁ

ପୁରୀ: ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ବିଶେଷ ‘ଆମ ବସ’ ସେବା ପରିଚାଳନା କରିବାକୁ ଘୋଷଣା କରିଛି । ସିଆରୟୁଟି ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି ଯେ, ଏହି ବିଶେଷ ବସ ସେବା ଜୁନ ୨୭ରୁ…
Read More...