Browsing Tag

Odisha

କରୀନା କପୁରଙ୍କୁ ଡିଭୋର୍ସ ଦେବେ ସୈଫ ଅଲ୍ଲୀ ଖାନ !

କରୀନା ଓ ସୈଫଙ୍କୁ ନେଇ ଏବେ ଚର୍ଚ୍ଚା । କରୀନା କପୁରଙ୍କୁ କୁଆଡେ ଡିଭର୍ସ ଦେବେ ସୈଫ୍ ଅଲ୍ଲୀ । ଯାହାକୁ ନେଇ ଏବେ ଚାରିଆଡେ ଜୋରଦାର ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଏହା ଗୁଜବ କି ସତ ଆମେ କହି ପାରିବୁ ନାହିଁ । କିନ୍ତୁ ହାତରୁ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡପଡା ଥାନା SI 

ଖଣ୍ଡପଡା: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡପଡା ଥାନା ଏସଅ । ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ SI  ଏସ୍‌କେ  ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା SI  ଏସ୍‌କେ  ରେହମାନଙ୍କ ଧରିଛି ନୟାଗଡ଼ ଭିଜିଲାନ୍ସ…
Read More...

ଅଠରବାଙ୍କୀରୁ ନେହେରୁବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍

ପାରାଦୀପ : ପରାଦୀପରେ IOCL ଅଣ୍ଡରଗ୍ରାଉଣ୍ଡ ପାଇପଲାଇନରୁ ତେଲ ଲିକ । ଅଠରବାଙ୍କୀରୁ ନେହେରୁ ବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍ ହୋଇ ହଜାର ହଜାର ଲିଟର ଅଶୋଧିତ ତୈଳ ନଷ୍ଟ ହୋଇଯାଇଛି । ହେନ୍ତାଳବଣ ଓ କାଉଡିଆ ନଦୀ ଜଳରେ ଅଶୋଧିତ ତୈଳ ମିଶିଛି । ତେବେ ନିକଟରେ ଏକ ଜାରକିନ୍…
Read More...

ପୃଥକ ସ୍ଥାନରେ ବଜ୍ରାପାତ; ୨ ମହିଳାଙ୍କ ମୃତ୍ୟୁ

  ଗୋପ : ପୃଥକ ପୃଥକ  ସ୍ଥାନରେ ବଜ୍ରାପାତ, ୨ ମହିଳାଙ୍କ ମୃତ୍ୟୁ । ଗୋପ ଥାନା ଡିହସାହିରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ଦଶାହ କର୍ମରେ ଯୋଗଦେବାକୁ ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ମୃତ ହୋଇଛି।
Read More...

ମାଲ ପରିବହନକାରୀ ଗାଡିରେ ଜିପିଏସ ଲାଗୁ କରିବାକୁ ସୋଫିଆଙ୍କ ଦାବି

କଟକ : ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲାଗୁ କରିବାକୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସୋଫିଆ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିପ୍‌ରୁ ଡିଲର ପଏଣ୍ଟ ଯାଏ ଗାଡ଼ିରେ…
Read More...

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଦୀନେଶ ପୂର୍ତ୍ତି

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ :  ଓଏଏସରେ କୃତକାର୍ଯ୍ୟ ହୋଇଛନ୍ତି ଦୀନେଶ ପୂର୍ତ୍ତି l  ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମର ଦିନେଶଚନ୍ଦ୍ର ପୂର୍ତ୍ତି ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ କୃତୀତ୍ଵ ହାସଲ କରିଛନ୍ତି l ତାଙ୍କରି କୃତୀତ୍ଵ ତାଲିକାରେ ତାଙ୍କରି କ୍ରମାଙ୍କ…
Read More...

କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ

 ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା 'ଦାନା' । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୩ ସୁଦ୍ଧା…
Read More...

୧୦ ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନୀରିକ୍ଷକ ସୁଶାନ୍ତ ସ୍ବାଇଁ

ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ଆରଆଇ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳା ତହସିଲ ଅଧିନସ୍ଥ ବଳରାମପୁର-୧ ରାଜସ୍ୱ ନୀରିକ୍ଷକ ସୁଶାନ୍ତ ସ୍ବାଇଁ ।  ବଳରାମପୁର -୧ ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ସ୍ୱାଇଁ କବାଟବନ୍ଧ ପଞ୍ଚାୟତ…
Read More...

ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ

ପୁରୀ / ସଞ୍ଜୟ ମହାପାତ୍ର:  ଶୁକ୍ରବାର ଦିନ ଶ୍ରୀମନ୍ଦିର ସୁପରଭାଇଜର ତଥା ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ। ୧ ମିନିଟ ୧୨ସେକେଣ୍ଡ ଫୁଟେଜ ଭାଇରାଲ। ଦୁର୍ବୁତ୍ତ ଜଣଙ୍କ ବରିଷ୍ଠ ସେବାୟତଙ୍କୁ କିଭଳି ଚୋଟ ପରେ ଚୋଟ ପକାଇ ଚାଲିଛି ଭାଇରାଲ…
Read More...

ନନ୍ଦନକାନନ ଯାଇଛି ଦୟା ନଦୀରେ ଆତଙ୍କ ଖେଳାଇଥିବା କୁମ୍ଭୀର

ଭୁବନେଶ୍ୱର: ନନ୍ଦନକାନନ ଯାଇଛି ଆତଙ୍କ ଖେଳାଇଥିବା କୁମ୍ଭୀର । ବନବିଭାଗ ଓ ନନ୍ଦନକାନନର ଏକ ସ୍ବତନ୍ତ୍ର ଟିମ୍‌ ସାହାଯ୍ୟରେ ରାପିଡ ରେସପନ୍ସ ଟିମ୍‌ର ଭ୍ୟାନ ଯୋଗେ କଣାସରୁ ନନ୍ଦନକାନନକୁ ପଠାଯାଇଛି । କ୍ଷତିପୂରଣ ଦାବିରେ କୁମ୍ଭୀର ଓ ବନବିଭାଗକୁ ଅଟକ ରଖିଥିଲେ ମତ୍ସ୍ୟଜୀବୀ । ସ୍ଥାନୀୟ…
Read More...