ଶ୍ରୀମନ୍ଦିରକୁ ଓମଫେଡ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ
ଭୁବନେଶ୍ୱର: ଶ୍ରୀମନ୍ଦିରକୁ ଓମଫେଡ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ | ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଘିଅ ଦୈନି ଦିନ କାର୍ଯ୍ୟ ରେ ଲଗାଇବେ |
ପ୍ରତି ଦିନ 8 ରୁ 10 ଟନ ଘିଅ ଉତ୍ପାଦନ ହେଉଛି | ଘିଅ 720 ଟଙ୍କା ମାର୍କେଟ ରେ ଅଛି | ଜଗନ୍ନାଥ ଙ୍କ ପାଇଁ 1ଲିଟର ପାଇଁ 543 ଟଙ୍କା ରେ ଦିଆଯିବ…
Read More...
Read More...