Browsing Tag

New Delhi

ଅଗଷ୍ଟ ୮ ଯାଏ ବଢ଼ିଲା କେଜ୍ରିଓ୍ବାଲଙ୍କ ହାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଢିଲା ନ୍ୟାୟିକ ହେପାଜତ ଅବଧି । ଅଗଷ୍ଟ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟ। ଆଜି ତାଙ୍କୁ ତିହାର ଜେଲ୍‌ରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା। ଏଥିସହ…
Read More...

ରାଷ୍ଟ୍ରପତି ଭବନର ଦରବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ପରିବର୍ତ୍ତନ

ନୂଆଦିଲ୍ଲୀ: ବଦଳିଲା ରାଷ୍ଟ୍ରପତି ଭବନର ଦୁଇଟି ସମ୍ମିଳନୀ କକ୍ଷର ନାମ ।ରାଷ୍ଟ୍ରପତି ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଦୁଇଟି ପ୍ରମୁଖ ହଲ ‘ଦରବାର ହଲ’ଏବଂ ‘ ଅଶୋକ’ ହଲ ନାମକୁ ପରିବର୍ତ୍ତନ କରି ‘ ଗଣତନ୍ତ୍ର ମଣ୍ଡପ’ ଏବଂଅଶୋକ ମଣ୍ଡପ ନାମରେ ନାମିତ କରିଛନ୍ତି । ଏହି ପଦକ୍ଷେପ ଭାରତୀୟ…
Read More...

୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ

ନୂଆଦିଲ୍ଲୀ: ଦୀର୍ଘ ୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଏହି ଖେଳରେ ସାରା ବିଶ୍ୱରୁ ୧୦,୫୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ଫ୍ୟାସନର ରାଜଧାନୀ କୁହାଯାଉଥିବା ଏହି ସହରରେ ହେବାକୁ ଥିବା ଅଲମ୍ପିକ୍ସ ଖେଳ ଅନେକ ଦୃଷ୍ଟିରୁ…
Read More...

ଚଳିତ ବଜେଟ ଆପଣଙ୍କ ମ୍ୟୁଚୁଆଲ ଫଣ୍ଡ ଉପରେ କି ପ୍ରଭାବ ପକାଇବ?

ଚଳିତ ବଜେଟର ଘୋଷଣା ପରେ ମ୍ୟୁଚୁଅ ଫଣ୍ଡରେ ହୋଇଥିବା ପରିବର୍ତ୍ତନକୁ ନେଇ ଏଡଲଭାଇସ ଏମଡି ତଥା ସିଇଓ ରାଧିକା ଗୁପ୍ତା ଅନେକ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ବଜେଟ ପୂର୍ବ ମ୍ୟୁଚୁଆଲ ଫଣ୍ଡରେ ଅଲଗା ଅଲଗା ଟ୍ୟାକ୍ସ କାଟାଗୋରୀ ଥିଲ।। କାରଣ କିଛି ମ୍ୟୁଚୁଆଲ ଫଣ୍ଡ ଉପରେ ଦୀର୍ଘ ବା…
Read More...

ବାଗେଶ୍ୱର ଧାମରେ ନଜର ଆସିଲେ କୁଲଦୀପ ଯାଦବ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ପହଞ୍ଚିଛି ଟିମ୍ ଇଣ୍ଡିଆର ଟି -୨୦ ଦଳ । ଯେଉଁ ଠାରେ ସେମାନଙ୍କୁ ୩ଟି ଟି-୨୦ ମ୍ୟାଚ ଖେଳିବାକୁ ପଡିବ । ଉଭୟ ଟି ୨୦ ଏବଂ ଦିନିକିଆ ସିରିଜ ପାଇଁ ଟିମ ମଧ୍ୟ ଘୋଷଣା ହୋଇସାରିଛି । ଦିନିକିଆ ଟିମରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି । ଶ୍ରୀଲଙ୍କା ଗସ୍ତ କରିବା…
Read More...

ପ୍ରାକାଶିତ ରାୟକୁ ପୋର୍ଟାଲ ସାଇଟରୁ ହଟାଇବାକୁ ମନାକଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଅଭିଯୁକ୍ତ କୌଣସି ଅପରାଧିକ ମାମଲାରୁ ମୁକ୍ତ ହେବା ପରେ ଅଭିଯୁକ୍ତର ଭୁଲିଯିବା ଅଧିକାର ଆଧାରରେ ପବ୍ଲିକ ଡୋମେନରୁ ଅପରାଧୀଙ୍କ ନାଁ ହଟାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି, ଏପରି କରିବା ଏକ ଗମ୍ଭୀର ପରିଣାମର କାରଣ…
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଳାଙ୍କ ନାମାଙ୍କନ ପାଇଁ ଜେଜେ ବାପାଙ୍କ ଗାଁରେ ପୂଜାର୍ଚ୍ଚନା

ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓହରି ଯିବା ସହ ଉପରାଷ୍ଟ୍ରପତି କମଲା ହାରିସ ଏହି ପଦପାଇ ଁ ଡେମୋକ୍ରାଟି ପାର୍ଟି ତରଫରୁ ଏକପ୍ରକାର ମନୋନିତ ହୋଇଛନ୍ତି । ଏହା ଜଣା ପଡିବା ପରେ ତାମିଲନାଡୁରେ ଆରମ୍ଭ ହୋଇଯାଇଛି କମଳାଙ୍କ ପାଇଁ ପୂଜାର୍ଚ୍ଚନା । ହାରିସଙ୍କ ପୈତୃକ…
Read More...

ନାଇଡୁ, ନିତୀଶଙ୍କୁ ମନେଇବାକୁ ବଜେଟରେ ବହୁ ଘୋଷଣା

ଅର୍ଥମନ୍ତ୍ରୀ ତାଙ୍କ ପେଡି ଖୋଲି ବଜେଟ ଆବଣ୍ଟନ କରିଛନ୍ତି । ଏହି ଆବଣ୍ଟନରେ ବିଭିନ୍ନ କ୍ଷେତ୍ର ପାଇଁ ଘୋଷଣା ହୋଇଥିବା ବେଳେ ଆନ୍ଧ୍ର ଓ ବିହାର ଉପରେ ବର୍ଷି ଯାଇଛନ୍ତି ସୀତାରମଣ । ଦୁଇ ରାଜ୍ୟ ପାଇଁ ଏକାଧିକ ପ୍ୟାକେଜ ଘୋଷଣା ହୋଇଛି । ସେଥିମଧ୍ୟରେ ଆନ୍ଧ୍ରର ବିକାଶ ପାଇଁ ୧୫ ହଜାର କୋଟି ଅର୍ଥ…
Read More...

୧୦୦ ଭାରତୀୟ କମ୍ପାନୀର କାଶ ଔଷଧ ହୋଇଛି ମୃତ୍ୟୁର କାରଣ

ସରକାର କହୁଛନ୍ତି ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରିବେ । ହେଲେ ସବୁଠି ଚାଲିଛି ଦୁର୍ନୀତି । ଏମିତି କି ଜୀବନ ରକ୍ଷାକାରୀ ଔଷଧରେ ମଧ୍ୟ ଘୋଟାଲା ହେଉଛି । ନିକଟରେ ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ ସିରଫ ଗୁଣବତ୍ତା ମାନରେ ବିଫଳ ହୋଇଛନ୍ତି । ୧୦୦ରୁ ଅଧିକ ଭାରତୀୟ…
Read More...

ମୋଦିଙ୍କ ଚୌକି ବଞ୍ଚାଅ ବଜେଟ: କଂଗ୍ରେସ

ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟକୁ କଟାକ୍ଷ କରିଛନ୍ତି କଂଗ୍ରେସ ଦଳ ନେତା ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ବଜେଟକୁ ନେଇ ନିଜ ପୋଷ୍ଟ ମାଧ୍ୟମରେ ସମାଲୋଚନା କରିଛନ୍ତି ରାହୁଲ । ନିଜ ଏକ୍ସ ହ୍ୟାଣ୍ଡଲରେ ରାହୁଲ ଲେଖିଛନ୍ତି କି, ଚଳିତ ବଜେଟ ମୋଦି ସରକାରର ଚୌକୀ ବଞ୍ଚାଅ ବଜେଟ ।…
Read More...