ଏନକାଉଣ୍ଟର ଘଟଣାରେ ତିନି ଉଗ୍ରବାଦୀଙ୍କ ଶବ ସଂରକ୍ଷିତ ରଖିବାକୁ ଆସାମ ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆସାମ ପୋଲିସ ଦ୍ୱାରା ତିନି ଉଗ୍ରବାଦୀଙ୍କ ଏନକାଉଣ୍ଟର ମାମଲାରେ ବଢିଲା ଅଡୁଆ । ଗୌହାଟି ହାଇକୋର୍ଟ ତିନି ଉଗ୍ରବାଦୀଙ୍କ ଶବ ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । ମାମଲାରେ ତିନି ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯିବା ପରେ କୋର୍ଟ ଏହି…
Read More...
Read More...